ସିଧା ହୋଇ ବସନ୍ତୁ ଓ ସୁସ୍ଥ ରୁହନ୍ତୁ
ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ବିଶ୍ରାମ ନେବା ବିଶେଷ ମହତ୍ତ୍ୱ ରଖେ । ଏହାର ଅନେକ ଦିଗ ଅଛି । ଆମେ ବର୍ତ୍ତମାନ ଏହାର କେବଳ ଗୋଟିଏ ଦିଗ ଉପରେ ବିଚାର କରାଯାଉ । ଶରୀରର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଛାତି ଏବଂ ପେଟରେ ଥାଏ । ଏହି ସମସ୍ତ ଅଂଶକୁ ନଟ୍ ବୋଲ୍ଟ ସହିତ ଗୋଟିଏ!-->…
Read More...
Read More...