ରୁଗୁଡିଖାଲ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେଉନି
ଲୋଇସିଂହା, (କେପିଏନ୍ଏସ୍) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ଅଧିନ ରୁଗୁଡିଖାଲ ଠାରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ଉଛେଦ ଦିଗରେ ପ୍ରଶାସନ ବିଫଳ ହେଲେ ଆଇନକୁ ହାତକୁ ନେବେ!-->…
Read More...
Read More...