ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘର କଲମ ଛାଡ ଆନ୍ଦୋଳନ
ବଲାଙ୍ଗିର,(ଦେବାଶିଷ ମିଶ୍ର) : ୭ ଦଫା ଦାବୀ ନେଇ ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘ ତରଫରୁ କଲମ ଛାଡ ଆନ୍ଦୋଳନ କରାଯାଇଛି । କଲମଛାଡ କରି କର୍ମଚାରୀମାନେ ବଲାଙ୍ଗିର ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଓପିଟିସିଏଲ ସହିତ ସମ ଭାବରେ ୨୮୩୦ ଗ୍ରେଡ ପେ’ ଲାଗୁ, ଜୁନିଅର!-->…
Read More...
Read More...