ଅନିଶ୍ଚିତତା ଭିତରେ ମାଟ୍ରିକ ପରୀକ୍ଷା : ବିଳମ୍ବରେ ହେଲେ ବି କରାଯିବ ପରୀକ୍ଷା, କହିଲେ ଗଣଶିକ୍ଷା ମନ୍ତ୍ରୀ କହିଲେ

ଭୁବନେ‌ଶ୍ୱର : ଅନିଶ୍ଚିତତା ଭିତରେ ମାଟ୍ରିକ ପରୀକ୍ଷା ପୂର୍ବରୁ ରହିଥିବା ବେଳେ ଆଜି ଏ ସଂପର୍କରେ ସ୍ପଷ୍ଟ ମତ ରଖିଛନ୍ତି ସରକାର । ସରକାର‌ଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛ‌ନ୍ତି ଯେ, ବିଳମ୍ବ ହୋଇପାରେ, କି‌ନ୍ତୁ ମାଟ୍ରିକ ପରୀକ୍ଷା ନିଶ୍ଚିତ ଭାବେ ହେବ । ତେବେ ସେ ଏହା ମଧ୍ୟ କହିଛ‌ନ୍ତି ଯେ, ଯଦି କେନ୍ଦ୍ର ସରକାର ପରୀକ୍ଷା ନକରିବା ପାଇଁ ନିଷ୍ପତି ନିଅନ୍ତି, ଏହାକୁ ରାଜ୍ୟ ସରକାର ମାନି ନେଇ ପାରନ୍ତି ।

Leave A Reply

Your email address will not be published.