Yearly Archives

2020

ଆଜିି ଓଡ଼ିଶାରୁ ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୮୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୬୯ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ଡିମିରିକୁଦା ବ୍ରିଜରେ ଅଘଟଣ : ୨ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅନ୍ତର୍ଗତ ନାକଟିଦେଉଳ ରାସ୍ତା ଡିମିରି କୁଦା ବ୍ରିଜରେ ଏକ ଅଘଟଣ ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବୁଧୁବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଆସୁଥିବା ବେଳେ ଡିମିରିକୁଦା ବ୍ରିଜରେ ବାଇକ୍‌ ପିଟି
Read More...

ହାତୀ ଆକ୍ରମଣରେ ଚାଲିଗଲା ୨ ଅମୂଲ୍ୟ ଜୀବନ

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ଜୀବନ ଯାଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଅଚଂଳର ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ଆଜି ସକାଳୁ ନିଜ ବଗିଚାରେ କିଛି କାମ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ ଶିକାର
Read More...

ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ଯୁବକ

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଜେଲ୍‌ ଯାଇଥିବା ବେଳେ ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ଭୋର୍‌ ସମୟରେ ନିଛାଟିଆ ପଡ଼ିଆକୁ ଶୌଚ ପାଇଁ ଯାଉଥିବା ବେଳେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଏକୁଟିଆ ପାଇ
Read More...

ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମସ୍ୟା : ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପାଇଁ ବିରାଟ ଚ୍ୟାଲେଂଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମସ୍ୟା ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପାଇଁ ଏକ ବିରାଟ ଚ୍ୟାଲେଂଜ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରତି ବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷାଧିକ ଶ୍ରମିକ ପେଟ ପୋଷିବା ପାଇଁ ପଡେ଼ାଶୀ ଜିଲ୍ଲାକୁ
Read More...

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

• ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ମିଳିଲା ସନ୍ଥ ସମାଜର ଆଶୀର୍ବାଦ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ
Read More...

ସାଥୀ ସନ୍ଧାନରେ ବାଘ ୩୦୦୦ କିଲୋମିଟର ଯାତ୍ରା କଲା

ନୂଆଦି‌ଲ୍ଲୀ : 'ୱାକର୍' ଏପର୍ୟ୍ୟନ୍ତ ଭାରତରେ ରେକର୍ଡ ହୋଇଥିବା 'ଟାଇଗର ଦ୍ୱାରା ଦୀର୍ଘତମ ପଦଯାତ୍ରା' ସମାପ୍ତ କରିଛି । ବର୍ତ୍ତମାନ ଏହି ବାଘ ମହାରାଷ୍ଟ୍ରର ଜ୍ଞାନଗଙ୍ଗା ଅଭୟାରଣ୍ୟକୁ ନିଜ ଘର କରିପାରିଛି । ତେବେ ୱାକରକୁ ବନ୍ୟଜନ୍ତୁ ଅଧିକାରୀମାନେ ଏହି ନାମ ଦେଇଛନ୍ତି । ଏହି
Read More...

ଓରମାସ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଲେମନ ଗ୍ରାସ ପ୍ରସେସିଂପ୍ଲାଣ୍ଟର ଜିଲ୍ଲାପାଳ କଲେ ଶୁଭାରମ୍ଭ

ମହାତ୍ମାଗାନ୍ଧୀ ମନରେଗା ଅଧୀନରେ ଜିଲ୍ଲାର ସମସ୍ତ ବ୍ଲକରେ ‘ଲେମନ ଗ୍ରାସ’ ଚାଷ କରିବାକୁ ଲକ୍ଷ୍ୟସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା, ସୋନପୁର ବ୍ଲକ ଲକର୍ମା ଗ୍ରାମରେ ଓରମାସ ସୁବର୍ଣ୍ଣପୁର, ସହାୟତାରେ ଲେମନ ଗ୍ରାସ ବା ଧନ୍ୱନ୍ତରୀ ଘାସ ଚାଷର ପ୍ରସେସିଂ ପ୍ଲାଣ୍ଟର
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୫ ଗିରଫ, ୪ ବାଇକ ଓ ୨୩ ହଜାରରୁ ଅଧିକ ଟଙ୍କା ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା କୋକନରା ଖେଳ ପଡିଆରେ ଚାଲିଥିବା ଜୁଆଖେଳ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଇକମାଲରେ କାର୍ଯ୍ୟରତ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସଦଳବଳେ ଅତର୍କିତ ଚଢ଼ାଉ କରି ଜୁଆଡ଼ିମାନଙ୍କୁ କାବୁ କରିବା ସହ ଚାରୋଟି ବାଇକ୍ ସମେତ ନଗଦ ଆକାରରେ
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବୁଧବାର ଭୋର ୪ ଟା ସମୟରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡାଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୁର୍ଡା ଗ୍ରାମର ଟିଟୁ ଭୋଇ (୨୫) ଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣେ ସେହି ଗ୍ରାମର କାଳିଆ ସା(୩୦) ଗୁରୁତର ଅବସ୍ଥାରେ ବଲାଂଗୀର
Read More...