pakka

ଡିମିରିକୁଦା ବ୍ରିଜରେ ଅଘଟଣ : ୨ ଯୁବକଙ୍କ ମୃତ୍ୟୁ

bbehera

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅନ୍ତର୍ଗତ ନାକଟିଦେଉଳ ରାସ୍ତା ଡିମିରି କୁଦା ବ୍ରିଜରେ ଏକ ଅଘଟଣ ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବୁଧୁବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଆସୁଥିବା ବେଳେ ଡିମିରିକୁଦା ବ୍ରିଜରେ ବାଇକ୍‌ ପିଟି ହୋଇ ବ୍ରିଜ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ରିଜ ତଳୁ ଦୁଇ ମୃତ ଦେହ ସହ ବାଇକ ମଧ୍ୟ ଉଦ୍ଧାର କରିଛି ପୋଲିସ ।

jay balangir
Leave A Reply

Your email address will not be published.

twenty + 4 =

error: Content is protected !!