Browsing Tag

redhakhol news

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ : ଅଞ୍ଚଳରେ ଭୟର ବାତାବରଣ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ରେଢ଼ାଖୋଲ ବନଖଣ୍ଡ ଅଧୀନ ବଡବାହାଲ ରେଞ୍ଜରେ ପୁଣି ଦେଖିବାକୁ ମିଳିଛି ଦନ୍ତା ହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ
Read More...

ଜମିବାଡ଼ି ବିବାଦକୁ ନେଇ ହତ୍ୟା : ଅଭିଯୁକ୍ତ ଗିରଫ

ରେଢ଼ାଖୋଲ : ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁର୍ଡ଼ା ପଞ୍ଚାୟତ ବଡ଼ମାଳ ଗାଁରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ । ମୃତକ ବଡ଼ମାଳ ଗାଁର ପ୍ରଫୁଲ୍ଲ ନାଏକ (୫୯) ବୋଲି ଜଣାପଡ଼ିଛି । ଏହି ଘଟଣାରେ ହତ୍ୟାକାରୀ ବିଭୁତି ପ୍ରଧାନକୁ ରେଢ଼ାଖୋଲ ପୁଲିସ ଗିରଫ କରିଛି । ସୂଚନା ମୁତାବକ,
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ମାଈ ହାତୀର ମୃତ୍ୟୁ

ରେଢ଼ାଖୋଲ : ଚାଲିଗଲା ମାଈ ହାତୀର ଜୀବନ । ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜର ଏକ ଜଙ୍ଗଲରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଚରତାପଶି ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ପ୍ରାଣହାନି ଘଟିଛି। ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଏହାର ବୟସ ୨୦ରୁ
Read More...

ସ୍ୱାମୀ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ହତ୍ୟା କଲା ଦୁର୍ବୃତ୍ତ

ରେଢ଼ାଖୋଲ : ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି । ଉଭୟେ ସ୍ୱାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ
Read More...

ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହତ୍ୟା କଲା ଜ୍ଵାଇଁ

ରେଢାଖୋଲ : ରେଢାଖୋଲ ଥାନା ପୋଡା ବଲଣ୍ଡା ଗାଁରେ ଡବଲ ମର୍ଡର । ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କଲା ଜ୍ଵାଇଁ । ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହତ୍ୟା କରିଛି । ମୃତକ ଦ୍ଵୟ ହେଲେ ଗାୟତ୍ରୀ ସାହୁ ଓ ରୁକ୍ମଣୀ ସାହୁ । ଅଭିଯୁକ୍ତ ଜଣକ ହେଲେ ମିଥୁନ ସାହୁ । ପାରିବାରିକ
Read More...

ଭାରସାମ୍ୟ ହରାଇ ଦୁଇ ଟ୍ରକ୍‌ ମୁହାଁମୁହିିଁ

ରେଢ଼ାଖୋଲ : ଜାତୀୟ ରାଜପଥ-୫୫ର ବେଲଡିହି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ କଟକରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ (ସିଜି-୦୪ଏଚଡବ୍ଲୁ ୪୦୧୭) ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଆଜି ଭୋର୍‌ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା
Read More...

ଓଲଟିଲା ବସ୍ : ୮ ଗୁରୁତର

ରେଢ଼ାଖୋଲ : ଭୁବନେଶ୍ୱରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ ଥାନା ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି । ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର
Read More...

କେନ୍ଦୁପତ୍ର ଚୋରା ଚାଳାଣ ଅଭିଯୋଗରେ ୨ ଗିରଫ : ମିନି ଟ୍ରକ ଜବତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ପରେ ବଡ ଗାଡିରେ ରାଜ୍ୟ ବାହାରକୁ ଚାଲାଣ
Read More...

ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କେବେ ଡାକ୍ତରଖାନା ଆସନ୍ତି ଆଉ କେବେ ଆସନ୍ତିନି ଜାଣିବା ମୁସ୍‌କିଲ୍‌ ବୋଲି କୁହାଯାଇଛି । ଅଭିଯୋଗ ଅନୁସାରେ ନିଜ
Read More...

ମେଗା ସ୍ୱାସ୍ଥ୍ୟ ଶିବିର ସହ ତିନି ଦିନିଆ ଶିଶୁମେଳା ଉଦ୍‌ଯାପିତ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ନିର୍ଭୟ ପବ୍ଲିକେଶନ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ସ୍ମୃତିରେ ଅଗ୍ରଣୀ ଅନୁଷ୍ଠାନ ସାରା ଓଡ଼ିଶା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୌରଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଶିଶୁମେଳାର
Read More...