ଭଲ ଖବର : ଅକ୍ସଫୋର୍ଡର କରୋନା ଭାଇରସ୍ ଟୀକା ବୟସ୍କ ଲୋକଙ୍କ ପ୍ରତି ବି ପ୍ରଭାବଶାଳୀ
ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭୂତାଣୁ ଟୀକା ୫୬–୬୯ ବର୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଛି । ଲାନସେଟ୍ ଗୁରୁବାର ଦିନ ୫୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ ପରେ ତଥ୍ୟ ପ୍ରକାଶ କରିଛି । ଏଥିରେ କୋଭିଡ-୧୯ ଟୀକା!-->…
Read More...
Read More...