Yearly Archives

2020

ସନ୍ତୋଷ ଭୋଳ ହେଲେ ଓଡିଶା ପ୍ରଦେଶ ମହାମନ୍ତ୍ରୀ : ସମ୍ବର୍ଦ୍ଧନା ଜଣାଇଲା ଜିଲ୍ଲା କେଶରିୟା ହିନ୍ଦୁ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀର ପୂର୍ବତନ ସଭାପତି ସନ୍ତୋଷ ଭୋଳଙ୍କ ପଦରେ ଉନ୍ନତି ହୋଇ ଓଡ଼ିଶା ପ୍ରଦେଶ ମହାମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଗତକାଲି ସଂଧ୍ୟାରେ ବଲାଙ୍ଗିର ଜିଲ୍ଲା
Read More...

ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ବରଗଡ଼ରେ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌‌ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ । ଏହି
Read More...

ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା, କହିଲେ ବାଇଡେନ୍‌

ୱାଶିଂଟନ୍‌ : ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା ବୋଲି ନବ ନିର୍ବାଚିତ ଆମେରିକା ରା‌ଷ୍ଟ୍ରପତି ଜୋ ବାଇଡେ଼ନ୍‌ କହିଛନ୍ତି । କରୋନା ସଂକ୍ରମଣ ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା
Read More...

ଘୂରି ବୁଲୁଛ‌ନ୍ତି ୨୪ ବଣୁଆ ହାତୀ : ଦଳି ଦେଉଛ‌ନ୍ତି ଚାଷୀ କପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ବଣୁଆ ହାତୀ‌ଙ୍କୁ ଦୌରା‌ତ୍ମ୍ୟରେ ଚାଷୀମାନେ ହ‌ନ୍ତସନ୍ତ ହୋଇ ପଡ଼ୁଥିବା ବେଳେ ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ହାତୀ ଚାଷ ଉପଦ୍ରବ ଦେଖାଦେଇଥିବା ଜଣାପଡ଼ିଛି । ବାରମ୍ବାର ପ୍ରକୃତିର ତାଡ଼ନାର ଶିକାର ହୋଇ ଚାଷୀର ଅଂଟା ଭାଂଗି ପଡ଼ୁଥିବା ସମୟରେ ବଣୁଆ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୁଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ମେସିନ ମହିଳା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି । ଏହା
Read More...

ହଜି ଯାଇଛି କି ମାନବିକତା : ଜାତୀୟ ରାସ୍ତା କଡରେ ଜୀବନ ବିତାଉଛି ଜଣେ ମାନସିକ ଅସୁ‌ସ୍ଥ ମହିଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଅସହାୟ ମାନସିକ ଅସୁସ୍ଥ ମଣିଷଙ୍କ ସଂଖ୍ୟା ଶତାଧିକ । ସରକାରଙ୍କ ଦ୍ଵାରା ଅନେକ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଏବେ ମଧ୍ୟ ଏମାନଙ୍କ ସମସ୍ୟା ଓ ସ୍ଥିତି ସୁଧୁରି ନାହିଁ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା
Read More...

ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଳାରେ ବନ୍ଦ ହେଉଥିବା ୨୭୩ ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି । ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁର ଅଭିଭାବକମାନେ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଳାପାଳଙ୍କ ଠାରେ
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାକ୍ସ ଫୋର୍ସ ଓ କିଶୋରୀ ସଶକ୍ତିକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀର ଓ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହନିରୋଧ ଓ ଟାସ୍କ ଫୋର୍ସ ତଥା କିଶୋରୀ ସଶକ୍ତିକରଣ
Read More...

ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ପଡିଛି । ଏ ବିଷୟରେ
Read More...

ବ୍ଲକରେ ପିସି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ଅକାମୀ : ବିଡିଓ ଓ ଅନ୍ୟ ଅଧିକାରୀଙ୍କ ପିସି ବିରୋଧରେ ସରପଞ୍ଚ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩ବର୍ଷ ତଳେ ବ୍ଲକ ମାନଙ୍କରେ ଚାଲିଥିବା ବ୍ୟାପକ ପିସି କାରବାରକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ କଡା ତାଗିଦ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିଦ
Read More...