Yearly Archives

2020

ବରଗଡ଼ରେ ନିଆଁ ବଲାଙ୍ଗିରରେ ଧୂଆଁ : କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଦାବୀରେ ଏକ୍ ହେଉଛି ପଶ୍ଚିମ ଓଡ଼ିଶା

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର୍‌ ହସ୍ପିଟାଲ ସ୍ଥାପନ ଦାବୀ ଆନ୍ଦୋଳନ ତେଜିବାରେ ଲାଗିଛି ଓ ଏହି ଆନ୍ଦୋଳନ ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ୟାପୁଥିବା ଦେଖିବାକୁ ମିଲୁଛି । ଆଜି ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଲିଛି । ବେଲପଡ଼ା
Read More...

ଜମା ଟଙ୍କା ଦାବୀରେ ସମସ୍ତ ପଂଚାୟତ ଘେରିବେ ଜମାକାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜମାକାରୀମାନଙ୍କୁ ତାଙ୍କ ଜମା ଟଙ୍କା ଫେରସ୍ତ ଦାବୀରେ ସମଗ୍ର ବଲାଙ୍ଗିର, ସୁବର୍ଣ୍ଣପୁର ଓ କଳାହାଣ୍ଡିର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ଜମାକାରୀ ଋଣ ସତ୍ୟାଗ୍ରହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସଂଗଠିତ କରିବା ପାଇଁ ଆଜି ବଲାଙ୍ଗିର ଠାରେ ଆୟୋଜିତ ଆର୍ଥିକ
Read More...

ପାକିସ୍ତାନ ଏବଂ ୟୁଏଇରେ ଦୂରତା ବୃଦ୍ଧି ହେବାର କାରଣ କ’ଣ ?

ଇସ୍‌ଲାମାବାଦ : ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସମେତ ୧୨ ଟି ଦେଶର ଯାତ୍ରୀଙ୍କୁ ଭିସା ପ୍ରଦାନ ସାମୟିକ ଭାବେ ବନ୍ଦ କରି ଦେଇଛି । କିନ୍ତୁ ଏହି ଦେଶଗୁଡ଼ିକରେ ଭାରତର ନାମ ସାମିଲ୍‌ ହୋଇ ନଥବା କୁହାଯାଇଛି । ସାମ୍ପ୍ରତିକ ସମୟରେ ଏହା ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଚାଲିଥିବା କଳହ ସହିତ
Read More...

ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର ଦ୍ୱାରା ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର କରୋନା ସ୍ଥିତିକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼ କରିଥିବା ସୂଚନା ମିଳିଛି । ସଂପୃକ୍ତ ସରସ୍ୱତୀ ବିଦ୍ୟା ମନ୍ଦିରର ଚେୟାରମେନ୍‌ ରମେଶ ଅଗ୍ରୱାଲ୍‌ ଜଣାଇଛନ୍ତି ଯେ,
Read More...

ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ଆସନ୍ତା କାଲିଠାରୁ ସି.ଏ. ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପରୀକ୍ଷା ଏବେ ବଲାଙ୍ଗିର ଜିଲ୍ଲାରେ ହେବାକୁ ଯାଉଛି । ଜିଲ୍ଲାରେ ଏହା ପ୍ରଥମ ଥର ବୋଲି ଜଣାପଡିଛି । ଏହି ପରୀକ୍ଷା ୨୧ ନଭେମ୍ବର ଠୁ ୧୪ ଡିସେମ୍ବର ଯାଏଁ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଚାଲିବ ବୋଲି ଜେଏସ୍‌ଏମ୍‌
Read More...

ଆଗ୍ରିକଲଚର୍ ଇନ୍ସ୍ୟୁରେନ୍ସ କମ୍ପାନୀ ଅଫ ଇଣ୍ଡିଆ ଦ୍ଵାରା କ୍ରପ୍ କଟିଙ୍ଗ ସହିତ ମାସ୍କ୍ ଓ ସାନିଟାଇଜର ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମରୁଡି ଗ୍ରସ୍ତ ଓ ଦାଦନ ପ୍ରବଣ ଅଞ୍ଚଳରେ ଚାଷୀଙ୍କ ଫସଲ ବର୍ଷକୁ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ବୀମା କମ୍ପାନୀ ଚଞ୍ଚକତା କରି ସହାୟତା ରାଶି ପ୍ରଦାନ କରୁ ନଥିବା ଅଭିଯୋଗ ହେଉଛି । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ କ୍ରପ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ) : ଲୋଇସିଂହା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସମ୍ମିଳନୀ କକ୍ଷ ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ସୁର ସଙ୍ଗମ ସାଂସ୍କୃତିକ ସଂସଦ, ଲୋଇସିଂହା ର ମିଳିତ ଆନୁକୂଲ୍ୟରେ ଯୁବ ଅନୁଷ୍ଠାନର ଉନ୍ନତି ପାଇଁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩୫ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ : ବେଲପଡ଼ା ଓ ବଙ୍ଗୋମୁଣ୍ଡା ବ୍ଲକ୍‌ରେ ୬ ଲେଖାଏଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୫ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୬, ୧୫, ୧୯ ଓ ୨୦ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଅଗଲପୁର ଗ୍ରା.ପ.ରୁ ୧,
Read More...

ଏନଏସି କାର୍ଯ୍ୟାଳୟରେ ଉଠା ଓ ଠେଲା ଦୋକାନୀ ସଂଘର ବୈଠକ

ପାଟଣାଗଡ, (କେପିଏନଏସ) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି କାର୍ଯ୍ୟାଳୟରେ ମାଁ ପାଟେଣେଶ୍ବରୀ ଉଠା ଓ ଠେଲା ଦୋକାନୀ ସଂଘର ଏକ ବୈଠକ ଏନଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉଠା ଓ ଠେଲା ଦୋକାନୀଙ୍କ ପାଇଁ ଆସିଥିବା ବିଭିନ୍ନ ସରକାରୀ ଯୋଜନା ଓ ସ୍ବର୍ଣ୍ଣନିଧି ଯୋଜନା ବିଷୟରେ ଏହି
Read More...

ଖଗସା ଗ୍ରାମ ପଂଚାୟତରେ ଭତ୍ତା ପାଇବାରୁ ବଞ୍ଚିତ ଅନେକ ବୃଦ୍ଧବୃ‌ଦ୍ଧା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍‌ବ୍ଲକ୍‌ ଅନ୍‌ନ୍ତର୍ଗତ ଖଗସା ଗ୍ରା:ପ: ଖଗସା ଗାଁ ନିବାସୀ ଦେବରାମ କୁଅଁର (୬୦), ପଦ୍ମିନୀ କୁଅଁର (୬୦) ଖୁବ୍‌ ଗରିବ ଶ୍ରେଣୀର ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେମାନ‌ଙ୍କୁ ଭତ୍ତା ମିଳୁ ନଥିବା ଅଭିଯୋଗ କରିଛ‌ନ୍ତି । ସେହିପରି ଦୁର
Read More...