ସନ୍ତୋଷ ଭୋଳ ହେଲେ ଓଡିଶା ପ୍ରଦେଶ ମହାମନ୍ତ୍ରୀ : ସମ୍ବର୍ଦ୍ଧନା ଜଣାଇଲା ଜିଲ୍ଲା କେଶରିୟା ହିନ୍ଦୁ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀର ପୂର୍ବତନ ସଭାପତି ସନ୍ତୋଷ ଭୋଳଙ୍କ ପଦରେ ଉନ୍ନତି ହୋଇ ଓଡ଼ିଶା ପ୍ରଦେଶ ମହାମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଗତକାଲି ସଂଧ୍ୟାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟଠାରେ କେଶରିଆ ବାହିନୀର ସଦସ୍ୟମାନଙ୍କ ଦ୍ୱାରା ଶ୍ରୀ ଭୋଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.