ଟିଟିଲାଗଡ ବ୍ୟାଙ୍କ ଛକରେ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଅବସରରେ ଟିଟିଲାଗଡ଼ ବ୍ୟାଙ୍କ୍ ଛକଠାରେ ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁଗପୁରୁଷ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ କରିଛନ୍ତି ବିଧାୟକ ନବୀନ ଜୈନ । ତାଙ୍କ ସହ ପୌର ପରିଷଦର!-->…
Read More...
Read More...