Browsing Tag

titilagada news

ଟିଟିଲାଗଡର ପୁରୁଣା ହସ୍ପିଟାଲକୁ ଅର୍ବାନ ପିଏଚସି ମାନ୍ୟତା ଦେବା ପାଇଁ ବରିଷ୍ଠ ନାଗରିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓଡ଼ିଶାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଟିଟିଲାଗଡ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ବରିଷ୍ଠ ନାଗରିକ…
Read More...

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବନ ବିଭାଗ କାନ୍ଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ କାଲିଠାରୁ ହେଉଥିବା ବର୍ଷା ଯୋଗୁଁ ଟିଟିଲାଗଡ ବନ ବିଭାଗର ବାଉଣ୍ଡ୍ରି ୱାଲ ଭୁଷୁଡି ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ଲୋକଙ୍କ କହିବାନୁଯାୟୀ ପାଖରେ ବସିଥିବା ଗୋଟିଏ ଷଣ୍ଢ ଉପରେ ୱାଲ ପଡ଼ିଯାଇଥିଲା । ଆଖପାଖରେ ଥିବା ସ୍ଥାନୀୟ ଲୋକେ ଧାଇଁ…
Read More...

ଟିଟିଲାଗଡ ଓମ୍‌ଭ୍ୟାଲି ଜୁନିଅର ୱିଙ୍ଗସରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଥାଏ । ଆଜିକାଲି ପାଠପଢ଼ା ସାଙ୍ଗକୁ ମୋବାଇଲ ଦେଖା ମଧ୍ୟ ବଢ଼ିଯାଇଛି । ଯଦ୍ଵାରା ଛାତ୍ରଛାତ୍ରୀ ମାନେ ଚକ୍ଷୁ ଜନିତ ଅସୁବିଧାର…
Read More...

ଫିଲ୍ମ ମେକର ଜିତେନ୍ଦ୍ର ମିଶ୍ରଙ୍କ ସହିତ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀଙ୍କ ପ୍ରେରଣା ଦାୟକ ଆଲୋଚନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିରୁ ଏଥେନସର ରେଡ୍‌କାର୍ପେଟ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ନେସନାଲ ଫିଲ୍ମ ଆୱାର୍ଡ଼ ହାସଲ କରିଥିବା ଟିଟିଲାଗଡ ମାଟିର ସୁଯୋଗ୍ୟ ସନ୍ତାନ ଜୀତେନ୍ଦ୍ର ମିଶ୍ରଙ୍କ ସହିତ ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ ମାନେ ସୋମବାର ଦିନ…
Read More...

ସ୍ୱର୍ଗତ ଲଛମନ ଦାଶ କେଜ୍ରିୱାଲଙ୍କ ସ୍ମୃତିରେ ଟିଟିଲାଗଡ ମାଉସି ମା’ ମନ୍ଦିରରେ ଅନ୍ନ ପ୍ରସାଦ ବଣ୍ଟନ ଓ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସହ ଜଡିତ ହେରାପଞ୍ଚମୀ ଅବସରରେ ସ୍ୱର୍ଗତ ଲଚ୍ଛମନ ଦାସ କେଜ୍ରିୱାଲଙ୍କ ସ୍ମୃତିରେ ଭକ୍ତଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ କେଜ୍ରିୱାଲ ଓ ପରିବାର ବର୍ଗ ତରଫରୁ ମାଉସି ମା' ମନ୍ଦିରରେ ଅନ୍ନ ପ୍ରସାଦ ବିତରଣ…
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ଜୁନିଅର ୱିଙ୍ଗସରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଥାଏ । ଆଜିକାଲି ପାଠ ପଢ଼ା ସାଙ୍ଗକୁ ମୋବାଇଲ ଦେଖା ମଧ୍ୟ ବଢ଼ି ଯାଇଛି । ଯଦ୍ଵାରା ଛାତ୍ର ଛାତ୍ରୀମାନେ ଚକ୍ଷୁ ଜନିତ…
Read More...

ନିଟ୍‌ ୟୁଜି ୨୦୨୬ରେ ଅଖିଳ ଭାରତୀୟ ରେଙ୍କ ୧୪୮୮୩ ରଖିଲେ ଓମ୍‌ ଭ୍ୟାଲି ସ୍କୁଲର ଭି. ସୁଜ୍ଞାନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ସେଠାରେ ଶିକ୍ଷା ସହ ପ୍ରତିଯୋଗିତା ମୂଳକ ଶିକ୍ଷା ତଥା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ସ୍କୁଲର ଛାତ୍ରୀ ଭି.…
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଇନଭେଷ୍ଟିଚର୍ ସମାରୋହ ୨୦୨୬–୨୭ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ତେବେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସେମାନଙ୍କୁ ନେତୃତ୍ୱ, ସତ୍ୟନିଷ୍ଠା, ସେବା ଏବଂ…
Read More...

ଟିଟିଲାଗଡ ଠାରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ ସାଂସଦ ଶ୍ରୀମତୀ ସଙ୍ଗୀତା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷର ଉପଲବ୍ଧି ଅବସରରେ ଜନ କଲ୍ୟାଣକାରୀ ଯୋଜନାର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଶୁକ୍ରବାର ସନ୍ଧ୍ୟାରେ ଟିଟିଲାଗଡ…
Read More...

ଟିଟିଲାଗଡରେ ଧୁମ୍‌ଧାମରେ ପାଳନ ହେଲା ରଥଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଅତି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପ୍ରଥମେ ସେବାୟତ ମାନଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରିବା ପରେ ରଥ…
Read More...