Browsing Tag

titilagada news

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ସମାରୋହ ଏବଂ ନେତୃତ୍ୱ ପ୍ରଶିକ୍ଷଣ ଶିବିର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚ ଦ୍ୱାରା ଆୟୋଜିତ ଚତୁର୍ଥ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ, ପିଏସଟି ମିଟ ଏବଂ ସାମୂହିକ ଶପଥ ପାଠ ସମାରୋହ ଆଜି ସ୍ଥାନୀୟ ଡିଏନରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୁବା
Read More...

ଟିଟିଲାଗଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହରରେ ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ
Read More...

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ପଞ୍ଜୀକରଣ କେନ୍ଦ୍ରରେ କର୍ମଚାରୀ ନିୟୋଜିତ କରିବାକୁ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମଧ୍ୟ ଭାଗରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ପିପଲପଦର ସ୍ଥିତ ନୂତନ ବିଲ୍ଡିଙ୍ଗକୁ ଏହି ମାସ ୮ ତାରିଖରେ ସ୍ଥାନାନ୍ତର କରାଯାଇଛି । ପୁରୁଣା ଡାକ୍ତରଖାନା ଅପେକ୍ଷା ବହୁତ ସୁନ୍ଦର ତଥା ବଢିଆ ପରିବେଶରେ କୋଡ଼ିଏ କୋଟି ଟଙ୍କା ବ୍ୟୟରେ ୨୦୨୪
Read More...

ଟିଟିଲାଗଡର ୨୬ ତମ ଶୀତଳଷଷ୍ଠୀ ଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ୨୬ ତମ ଶୀତଳଷଷ୍ଠୀ ଯାତ୍ରା ଆବାହକ ଶୁଭ୍ରାଂଶୁ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୭.୦୬.୨୦୨୬ ତାରିଖରେ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବ ପାର୍ବତୀଙ୍କୁ ନିଜର ବାସଭବନକୁ ପାଛୋଟି ଆଣିଥିଲେ । ଚଳିତ
Read More...

ଟିଟିଲାଗଡ଼ରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ଶପଥ ଗ୍ରହଣ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ, ଟିଟିଲାଗଡ଼ ଶାଖାର ୨୦୨୬–୨୮ କାର୍ଯ୍ୟକାଳ ପାଇଁ ନବନିର୍ବାଚିତ କାର୍ଯ୍ୟକାରିଣୀର ଶପଥ ଗ୍ରହଣ ସମାରୋହ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ମାନ ସମାରୋହ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ମହାବୀର ପଞ୍ଚାୟତି
Read More...

ଟିଟିଲାଗଡରେ ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସହରରେ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ଦଧି ବାମନ ଓ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ
Read More...

ଉତ୍କଳ ବଣିକ ସଂଘ ଟିଟିଲାଗଡ଼ ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବ୍ୟବସାୟୀକ ପ୍ରତିଷ୍ଠାନ/ଦୋକାନମାନଙ୍କୁ ନେଇ କିଛି ଦିନ ତଳେ ଏକ ନୂତନ ବଣିକ ସଙ୍ଘ ଗଠନ କରାଯାଇଥିଲା । ତାହାର ନା ଦିଆଗଲା ଉତ୍କଳ ବଣିକ ସଙ୍ଘ । ତେବେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା । ସେହି
Read More...

ମରଣାନ୍ତକ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ

ଟିଟିଲାଗଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବଲାଙ୍ଗିର ଏସପି ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଅପରାହ୍ନରେ ଟିଟିଲାଗଡ-କତରକେଲା ରାସ୍ତାର ପୌର ପରିଷଦ ଡମ୍ପିଙ୍ଗ ୟାର୍ଡ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ତ୍ୱରିତ
Read More...

ବିଶ୍ୱ ରକ୍ତଦାତା ଦିବସ -୨୦୨୬ ଅବସରରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୧୪ ତାରିଖ ହେଉଛି ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ ଓଡ଼ିଶା ରକ୍ତକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ଼ ପକ୍ଷରୁ ଏକ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବ୍ଲଡ
Read More...

ଟିଟିଲାଗଡରେ କାଳବୈଶାଖୀ ଦିନ ଠାରୁ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଗଛର ଡାଳ

ଝୁଲି ରହିଥିବା ଡାଳ ଉପରେ ପ୍ରଶାସନର ଦୃଷ୍ଟି ପଡୁ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଗତ ଦଶ ବାର ଦିନ ପୂର୍ବେ ଟିଟିଲାଗଡ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ଝଡ ଆସିଥିଲା । ତେବେ ସେହି କାଳବୈଶାଖୀ ଝଡରେ ଟିଟିଲାଗଡ ବାନ୍ଧୁପଲା ରାସ୍ତା ଦେଇ ଯାଇଥିବା ରାୟପୁର ଗୋପାଳପୁର ରାସ୍ତା କଡ଼ରେ
Read More...