ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରକୁ ଦିଆଗଲା ୱାଟର କୁଲର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସେବା ମନୋବୃତ୍ତି ରଖି ସମାଜରେ ସାମାଜିକ କାର୍ଯ୍ୟକ୍ରମ କରିଥାଆନ୍ତି । ତେବେ ଟିଟିଲାଗଡ ନିକଟସ୍ଥ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟକୁ ଏକ ଥଣ୍ଡା ୱାଟର!-->…
Read More...
Read More...