Browsing Tag

tarbha news

ଖାଗସାକନାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ତରଭା, (ପୁସ୍ତମ୍ ଯୁଆଡି) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ମେଣ୍ଡା ଗ୍ରାମ ପଞ୍ଚାୟତର ଖଗସାକନା ଗ୍ରାମରେ ନୂଆଁଖାଇ ପାଳନ ଉପଲକ୍ଷେ ନୂଆଁଖାଇ ଭେଟଘାଟ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜକ ମାହେଶ୍ୱରୀ ପରିବାର ଗାଁରେ ମାରାଥନ, ପୁଚିଖେଳ, ବାଧା ଦୌଡ଼, ରଙ୍ଗୋଲି,
Read More...

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ତରଭା, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଂକର୍ଶଣ ପଣ୍ଡା ଅବସର ନେଇଛନ୍ତି । ସେଥିପାଇଁ ସ୍କୁଲରେ ଶିକ୍ଷକ ଓ ପରିଚାଳନା କମିଟି ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ନବୀନ କୁମାର ପଣ୍ଡାଙ୍କ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ଅସହାୟଙ୍କୁ ସହଯୋଗ

ତରଭା, (ଜିତେନ୍ଦ୍ର ସା) : କରୋନା ମହାମାରୀ ଯୋଗୁଁ ଲକଡାଉନ ସଟଡାଉନ ଲାଗି ରହିଥିବା ବେଳେ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ତରଭା ମାହେଶ୍ୱରୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରି
Read More...

ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ତରଭା ବ୍ଲକ ବ୍ରାହ୍ମଣୀ ନିକଟସ୍ଥ ସୀତାରାମ ମଠ ଠାରେ ମହନ୍ତ ମାନଙ୍କ ଦ୍ୱାରା ଶ୍ରୀରାମ ନବମୀ ଉପଲକ୍ଷେ ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗାୟକ ଲିପକ ମିଶ୍ର ତୁଲସୀ ରାମାୟଣ ପାରାୟଣ କରିଥିବା ବେଳେ ଏଠାରେ ସମସ୍ତ ପ୍ରକାର କୋଭିଡ ନିୟମ ଅନୁପାଳନ
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ

ତରଭା, (ଜିତେନ୍ଦ୍ର ସା) : ଶିକ୍ଷକ ଯିଏ କି ବି‌ଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣ ମାନେ ତ ବହୁତ ସ୍ଥାନରୁ ଶୁଣି ଥିବେ ଦେଖି ଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ୟ୍ୟ ବିଷୟରେ ଜାଣିଥିବେ
Read More...

ତରଭା ବ୍ଳକରେ ଭାରତ ବନ୍ଦର ବିଶେଷ ପ୍ରଭାବ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ମଧ୍ୟ ଆଜି ଭାରତ ବନ୍ଦର ପ୍ରଭାବ ବିଶେଷ ଭାବରେ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ତରଭା ବ୍ୟବସାୟ ସଂଘ ମଧ୍ୟ ସୁଚାରୁ ରୂପେ ବନ୍ଦ ପାଳନ କରିଛନ୍ତି । ଜିଏସଟି
Read More...

ଓଡ଼ିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଓଡିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ତରଭା ବିଡ଼ିଓ ଚିନ୍ମୟୀ କଅଁର ସମ୍ମାନିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ
Read More...

ବାଲ୍ୟ ବିବାହ ବନ୍ଦ ନେଇ ମହିଳା ମାନଙ୍କ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ କଣ୍ଟାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୀଜପଦରରେ ବାଲ୍ୟ ବିବାହ ବନ୍ଦ ନେଇ ଲୋକଙ୍କୁ ସତର୍କ କରେଇବା ପାଇଁ ମହିଳା ମାନଙ୍କ ତରଫରୁ ଶପଥ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ
Read More...

ଆନ୍ଦୋଳନ ପରେ ଅବସ୍ଥା ସୁଧୁରୁଛି

ତରଭା, ( ଜିତେନ୍ଦ୍ର ସା) : ଉଗ୍ର ରୂପ ନେଇଥିଲା ଚାଷୀ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ପ୍ରଶାସନର ଚରମ ଅବହେଳାର ପ୍ରତିବାଦରେ କିଛି ଦିନ ଧରି ତାତି ଉଠିଥିଲେ । ଦିନ ଦିନ ଧରି ବିଭିନ୍ନ ମଣ୍ଡିରେ ପଡ଼ି ରହିଥିଲା ଧାନ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଚାଷୀର ସମସ୍ୟାକୁ
Read More...

ଚାଷୀଙ୍କ ପାଇଁ ବିଜେପି କର୍ମୀଙ୍କ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଆଜି ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ ହୋଇଛି । ମେନ୍ ରୋଡ଼ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନ ଉଠାଣ, ପୁନଃ ଟୁକନ ବ୍ୟବସ୍ଥା କରିବା ଆଦିକୁ ନେଇ
Read More...