ବାଲ୍ୟ ବିବାହ ବନ୍ଦ ନେଇ ମହିଳା ମାନଙ୍କ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ କଣ୍ଟାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୀଜପଦରରେ ବାଲ୍ୟ ବିବାହ ବନ୍ଦ ନେଇ ଲୋକଙ୍କୁ ସତର୍କ କରେଇବା ପାଇଁ ମହିଳା ମାନଙ୍କ ତରଫରୁ ଶପଥ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ!-->…
Read More...
Read More...