ଠିଆ ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ୍ : ଡ଼୍ରାଇଭର ଆହତ, ହେଲ୍ପର୍ ଗୁରୁତର
ତରଭା, (ଜିତେନ୍ଦ୍ର ସା) : ଆଜି ତରଭା ନିକଟସ୍ଥ ସୋନପୁର ବଲାଙ୍ଗିର ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ର ପଛପଟୁ ଧକ୍କା ଦେଇଛି ଆଉ ଗୋଟିଏ ଟ୍ରକ୍ । ପଛରୁ ପିଟିଥିବା ଟ୍ରକ୍ଟି ସୋନପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପଛ ପଟୁ ପିଟିଥିବା ଟ୍ରକର ଆଗ ପଟ ଭାଙ୍ଗି!-->…
Read More...
Read More...