Browsing Tag

tarbha news

ମେଣ୍ଡା ପଞ୍ଚାୟତରେ ପିଇବା ପାଣି ପାଇଁ ସମସ୍ତେ ଡହକବିକଳ

ତରଭା : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ହେଉଛି ସର୍ବବୃହତ ପଞ୍ଚାୟତ । ଏହି ୧୪ଟି ଓ୍ବାର୍ଡ ଓ ସାତ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତରେ ଖରା ଦିନ ଆସିଗଲେ ପିଇବା ପାଣି ପାଇଁ ସମସ୍ତେ ହନ୍ତସନ୍ତ ହୋଇ ଡହକବିକଳ ହେଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଏହି
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)
Read More...

ପାଇକବାହାଲ ପଞ୍ଚାୟତରୁ ଚାଉଳ ଚୋରା ଚାଲାଣ କରୁଥିବା ବେଳେ ପିକଅପ୍‌ ଗାଡି ଜବତ, ୪ ଅଟକ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବାଟମାରଣା କରି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି । ଏଥିରେ ଖାଉଟିମାନେ ଠିକ୍‌ ସମୟରେ ପିଡିଏସ୍‌ ଚାଉଳ ପାଉନଥିବା ବେଳେ ପଞ୍ଚାୟତରେ କାମ କରୁଥିବା ଅଧିକାରୀ କର୍ମଚାରୀମାନେ ମାଲାମାଲ ହେଉଛନ୍ତି ।
Read More...

ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ କରିବାକୁ ଉଦ୍ୟମ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଆରଡିଓ ଝସକେତନ ମେହେର, ରକ୍ଷକ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ‘ସେବା ପରମୋଧର୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : 'ସେବା ପରମୋଧର୍ମ' ସେବା ସର୍ବୋପରି ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା ଜାରି ରଖିଛି । ଏହି କ୍ରମରେ ଆଜି ମାହେଶ୍ୱରୀର ଏକ ମହିଳା ଶାଖା ତରଭା ଠାରେ ଆରମ୍ଭ ହୋଇଛି ଓ ସର୍ବସମ୍ମତି କ୍ରମେ କଞ୍ଚନା ବହିଦାରଙ୍କୁ ସଂଯୋଜିକାର ଦାୟିତ୍ଵ ଦିଆଯାଇଛି । ଉଦ୍ଦେଶ୍ୟ
Read More...

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଶଳ ସାହିତ୍ୟ ଏକାଡ଼େମୀର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ
Read More...

ସାହିତ୍ୟିକ କବି ବନ୍ଧୁ ପରିବାରର କାର୍ଯ୍ୟକାରିଣୀ ବୈଠକ

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଆଭାସୀ ମାଧ୍ୟମରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦିକା ପ୍ରଣତି ମହାପାତ୍ର ସଭାର ଆଭିମୁଖ୍ୟ
Read More...

ସୁର୍ଜିମୁଣ୍ଡାରେ ବ୍ୟାପିଲା ଡାଇରିଆ : ୨୮ ଆକ୍ରାନ୍ତ

ତରଭା : ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଦୁବୁଲା ପଞ୍ଚାୟତ ଅନ୍ତର୍ଗତ ସୁର୍ଜିମୁଣ୍ଡା (ସୂର୍ଯ୍ୟମୁଣ୍ଡା) ଗ୍ରାମରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବାର ସୂଚନା ମିଳିଛି । ଗତ ୨୨ ତାରିଖରେ ପ୍ରଥମେ ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ
Read More...

ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ କରାଯାଇଅଛି । ଏଥିରେ ସରପଂଚ ସଂଘର ସଭାପତି ଭାବରେ ବାଁଘିଆ ସରପଂଚ ଅଶ୍ୱିନୀ ବିଶି ସର୍ବ ସମ୍ମତିରେ ମନୋନୀତ ହୋଇଛନ୍ତି । ମେଣ୍ଡା ସରପଂଚ ଲିଜାରାଣୀ ଦଣ୍ଡସେନା ଉପସଭାପତି, ସରଗଜେ ସରପଞ୍ଚ ସମ୍ପାଦକ ଓ ମରଦୁଗୁଛ
Read More...

ବାଇକ-ବୋଲେରୋ ଧକ୍କାରେ ଛାତ୍ରୀ ଗୁରୁତର, ଭୀମଭୋଇ ମେଡିକାଲରେ ଭର୍ତ୍ତି

ତରଭା, (କେପିଏନଏସ୍) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନୀ ଗ୍ରାମରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ
Read More...