ପାଇକବାହାଲ ପଞ୍ଚାୟତରୁ ଚାଉଳ ଚୋରା ଚାଲାଣ କରୁଥିବା ବେଳେ ପିକଅପ୍ ଗାଡି ଜବତ, ୪ ଅଟକ
ତରଭା, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପିଡିଏସ୍ ଚାଉଳ ବାଟମାରଣା କରି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି । ଏଥିରେ ଖାଉଟିମାନେ ଠିକ୍ ସମୟରେ ପିଡିଏସ୍ ଚାଉଳ ପାଉନଥିବା ବେଳେ ପଞ୍ଚାୟତରେ କାମ କରୁଥିବା ଅଧିକାରୀ କର୍ମଚାରୀମାନେ ମାଲାମାଲ ହେଉଛନ୍ତି ।!-->…
Read More...
Read More...