Browsing Tag

sundargarh news

ନଦୀରେ ବୁଡି ତିନି ଜଣ ନିଖୋଜ ଘଟଣା : ମିଳିଳା ଦୁଇ ଜଣଙ୍କ ମୃତ ଦେହ

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ବୁଡି ତିନି ଜଣ ନିଖୋଜ ଘଟଣା । ମିଳିଳା ଦୁଇ ଜଣଙ୍କ ମୃତ ଦେହ । ଅଗ୍ନିଶମ ବାହିନୀ ପକ୍ଷରୁ ଚଲିଛି ଉଦ୍ଧର କାର୍ଯ୍ୟ । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସହର ରିଜେଣ୍ଟମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବନଦୀରେ…
Read More...

ଇବନଦୀ‌ରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ନିଖୋଜ

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଥିବେ ଜଣା ପଡିଛି । ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି । ଯୁବକମାନେ ସୁନ୍ଦରଗଡ଼ ରି‌ଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ…
Read More...

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଅନୁପମା ନାମକ ଏକ ବସ୍‌ଟି ୩୦ରୁ ଅଧିକ…
Read More...

ଅସହ୍ୟ ଜାଡରେ ଥରୁଛି ସୁନ୍ଦରଗଡ଼ : ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼ : ଶୀତରେ ଥରୁଛି ସାରା ଓଡିଶା । ଖାସ୍‌ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ବେଶି ଦେଖିବାକୁ ମିଳିଛି । ସୁନ୍ଦରଗଡ଼ରେ ତାପମାତ୍ରା ଖସିଛି । ସଂଧ୍ୟା ୭ଟା ହେଲେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ସେହିପରି ସକାଳ ୧୦ଟା ପୂର୍ବରୁ କେହି ବାହାରକୁ ବାହାରୁନାହାନ୍ତି । ତେବେ ଏହି ଶୀତ…
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ‘ନୂଆ-ଓ’ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଆଲୋଚନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ 'ନୂଆ-ଓ' ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆହୂତ ଏହି ଉତ୍ସବରେ…
Read More...

ପୋଲ ତଳେ ପଡିଛି ଦୁଇ ଯୁବକଙ୍କ ମୃତଦେହ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ମାନୁମୁଣ୍ଡା-ଧାଉଁଲାଖମନ ଗାଁ ମଝିରେ ଥିବା ପୋଲ ତଳେ ପଡିଛି ଦୁଇ ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଦୁଇ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ବିଜୁଳିଖମନ ଗାଁର ଅଜୁ ମାଝୀ ଓ ସବିନ୍ଦ୍ର କିଷାନ ।…
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ କବି ପ୍ରସାଦୀ ସାହୁ ମୁଖ୍ୟ ଅତିଥି ଏବଂ ସୁସାହିତ୍ୟିକା ଶୁଭଲକ୍ଷ୍ମୀ ନାୟକ ମୁଖ୍ୟବକ୍ତା ଭାବରେ…
Read More...

ଗ୍ରାମରେ ପଶି ଘର ଭାଙ୍ଗିଲେ ହାତୀ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଜକେଇକଳା ଗ୍ରାମରେ ଦୁଇଟି ଦନ୍ତା ହାତୀ ଦୁଇ ଦିନ ତଳେ ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗିବା ଘଟଣାରେ ରାସ୍ତାରୋକ । ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଦୁଇ ଜଣ ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖି ରାସ୍ତାରୋକ କରିଥିବା ବେଳେ ଆଜି…
Read More...

କୁସ୍ତୁନା ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୁସ୍ତୁନା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ମଙ୍ଗଲବାର ଦିନଠାରୁ ନାବାଳିକା ଜଣକ…
Read More...

ଗ୍ରାହକ ସେବାକେନ୍ଦ୍ରରେ ଲୁଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଆଜି ମଧ୍ୟାହ୍ନରେ ଲୁଟ ହୋଇଛି । ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବର ଅନୁଯାୟୀ, ଏକ ନମ୍ବର ବିହୀନ…
Read More...