ଇବନଦୀ‌ରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ନିଖୋଜ

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଥିବେ ଜଣା ପଡିଛି । ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି । ଯୁବକମାନେ ସୁନ୍ଦରଗଡ଼ ରି‌ଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ସେମାନଙ୍କ ପରିଚୟ ମିଳି ନାହିଁ ।

Leave A Reply

Your email address will not be published.

seventeen − twelve =