Browsing Tag

sundargarh news

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌ : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୁନ୍ଦରଗଡ଼ : ରାଉରକେଲାରୁ ସୁନ୍ଦରଗଡ଼ ଆସିବା ସମୟରେ ବିଜୁ ଏକ୍ସପ୍ରେସ ୱେର ରସରାଜପୁର ଠାରେ ଘରୋଇ ବସ୍‌ର ଟାୟାର ଫାଟିବା ଫଳରେ ଏକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଗଛରେ ପିଟିହେଲା ବସ୍‌ । ଅଳ୍ପକେ ବଞ୍ଚିଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । କୌଣସି ଯାତ୍ରୀ କି…
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା : ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ସୁନ୍ଦରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା । ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ । ସୂଚନା ଅନୁଯାୟୀ ୨୦୧୭ ମସିହା ତଳସରା ଥାନା କଣ୍ଟାବାହାଲ ଗାଁର ଜଣେ ୧୧ ବର୍ଷିଆ ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ ସୁମିତ ମିଞ୍ଜ । ଅଭିଯୁକ୍ତ ସୁମିତ ମିଞ୍ଜକୁ…
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ : ପଶ୍ଚିମ ଓଡ଼ିଶା ଟପ୍ପର ହେଲେ ଶାନ୍ତ୍ୱନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡିଶା ବୋର୍ଡର ଯୁକ୍ତ ଦୁଇ କଳାରେ ପୀନାକେଲ୍ କୋଚିଂ ସେଣ୍ଟରର ଛାତ୍ରୀ ଶାନ୍ତ୍ୱନା ମେହେର ୯୧.୬୬ ପ୍ରତିଶତ ମାର୍କ ରଖି ପଶ୍ଚିମ ଓଡ଼ିଶାରେ ଟପ୍ପର ହୋଇଛନ୍ତି । ସେ ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭର୍‌ସିଟିର ଯୁକ୍ତ ଦୁଇ…
Read More...

ହାତୀଦାନ୍ତ ଜବତ : ୧୧ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନବିଭାଗ ଜବତ କରିଛି । ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା…
Read More...

ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗା ଥାନା ଗୌଡୁଣିପୋଷ ଗାଁରେ ହତ୍ୟାକାଣ୍ଡା । ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା । ଖବର ଅନୁଯାୟୀ, ଲହୁଣୀପଡ଼ା ଥାନା କେନାପାଲି ଗାଁର ସୁବନ କଂଶରିଆ ଗୌଡୁଣିପୋଷ ଗାଁରେ ଥିବା ଭଣଜା ଠୁରୁ ଧୀବର ଘରକୁ ବୁଲିବାକୁ ଯାଇଥିଲେ । କୌଣସି…
Read More...

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ହତ୍ୟାକାରୀ ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚମ୍ବଟ ମାରିଛି । ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା…
Read More...

ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ : ଦୁଇ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁରୁଗୁଡ଼ାରୁ ଲେଫ୍ରିପଡ଼ା ଯାଇଥିବା ରାସ୍ତାରେ ରାତି ପ୍ରାୟ ସାଢେ଼ ୭ଟା ସମୟରେ ଘଟିଛି ଏକ ଦୁର୍ଘଟଣା । ଛିଡା ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ଏକ ବାଇକ୍‌ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…
Read More...

ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ : ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି । ୪ ରୁ ୫ଜଣ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଭାବେ ଗୁଳି ଚାଳନା କଲେ ଓ ଫେରାର୍‌ ମାରିଲେ । ତେବେ ଏହି ଘଟଣା ଟି ସୁନ୍ଦରଗଡ- ବଡ଼ଗାଁ- କୁତ୍ରା ମଝି ରାସ୍ତା ରାଜ୍ୟରାଜପଥ ନଂ. ୧୦ ବିଜୁ ଏକ୍ସପ୍ରେସ ୱେରେ…
Read More...

କାନ୍ଥ ଭାଙ୍ଗି ଏଟିଏମ ଲୁଟ୍ ଅଭିଯୋଗ

ସୁନ୍ଦରଗଡ଼ : କାନ୍ଥ ଭାଙ୍ଗି ଏଟିଏମ ଲୁଟ କଲେ ଲୁଟେରା । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ମହୁଲପାଲିରେ ଘର କାନ୍ଥ ଭାଙ୍ଗି ହିଟାଚିର ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଦନ୍ତା ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନ ବିଭାଗ ଅନ୍ତର୍ଗତ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିଁରେ ପରିବାର ଲୋକଙ୍କ ସାମ୍ନାରେ ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା । ମୃତ ମହିଳା ଜଣକ ହେଲେ ଇତୱାରୀ ବଦ୍ରା(୩୯) । ଗତକାଲି ରାତିରେ ସେ ପରିବାର ସହ ଘରେ ଶୋଇଥିଲେ । ରାତି ପ୍ରାୟ…
Read More...