ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ : ଦୁଇ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁରୁଗୁଡ଼ାରୁ ଲେଫ୍ରିପଡ଼ା ଯାଇଥିବା ରାସ୍ତାରେ ରାତି ପ୍ରାୟ ସାଢେ଼ ୭ଟା ସମୟରେ ଘଟିଛି ଏକ ଦୁର୍ଘଟଣା । ଛିଡା ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ଏକ ବାଇକ୍‌ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Leave A Reply

Your email address will not be published.

1 × three =

error: Content is protected !!