pakka

ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା

bbehera

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗା ଥାନା ଗୌଡୁଣିପୋଷ ଗାଁରେ ହତ୍ୟାକାଣ୍ଡା । ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା । ଖବର ଅନୁଯାୟୀ, ଲହୁଣୀପଡ଼ା ଥାନା କେନାପାଲି ଗାଁର ସୁବନ କଂଶରିଆ ଗୌଡୁଣିପୋଷ ଗାଁରେ ଥିବା ଭଣଜା ଠୁରୁ ଧୀବର ଘରକୁ ବୁଲିବାକୁ ଯାଇଥିଲେ । କୌଣସି ଘଟଣାକୁ ନେଇ ମାମୁଁ ଓ ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା । ମାମୁଁକୁ ପଥରରେ ଛେଚି ଛେଚି ହତ୍ୟା କରିଦେଲା ଭଣଜା । ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ଭଣଜା । କେ. ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!