pakka

ସୁଗ୍ରୀବଙ୍କ ସହ ଶ୍ରୀରାମଙ୍କ ମିତ୍ରତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୀତା ଠାବ ପରେ ବୀର ହନୁମାନ ଶ୍ରୀରାମଙ୍କ ପାଖକୁ ଫେରି ଲଙ୍କାଗଡ଼ର ଖବର ଓ ମା’ ଜାନକୀଙ୍କ ସମ୍ବାଦ ପ୍ରଦାନ କରିଛନ୍ତି । ସୀତୟାଙ୍କ ସଂବାଦ ପାଇ ମ୍ରିୟମାଣ ହୋଇପଡ଼ିଛନ୍ତି ପ୍ରଭୁ ଶ୍ରୀରାମ । ଗତ ରାତିରେ ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ନାଟକରେ ଏଭଳି ଦୃଶ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ଏଥି ସହିତ ଗତରାତିରେ ସୁଗ୍ରୀବଙ୍କ ସହ ଭେଟ ହୋଇଛନ୍ତି ଶ୍ରୀରାମ । ହଜାର ହଜାର ଦର୍ଶକଙ୍କ ଗହଣରେ ଗତ ୧୯ ତାରିଖରୁ ଜଗନ୍ନାଥପଡ଼ା ରାମଲୀଳା ନାଟକ ପରିବେଷଣ ହେଉଛି । ଆଧୁନିକତାର ପ୍ରଭାବରେ ହଜି ହଜି ଯାଉଥିବା ଐତିହ୍ୟ ପରମ୍ପରାକୁ ବଂଚାଇ ରଖିବାର ଏକ ମହାନ୍‌ ପ୍ରୟାସ କରାଯାଇଛି ବଲାଙ୍ଗିର ଜଗନ୍ନାଥପଡ଼ାରେ । ଉଚ୍ଚ ଶିକ୍ଷିତ କଳାକାରମାନଙ୍କୁ ନେଇ ମଂଚସ୍ଥ ହେଉଛି ରାମଲୀଳା ।

jay balangir
Leave A Reply

Your email address will not be published.

fourteen − eleven =

error: Content is protected !!