Browsing Tag

Sor news

ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ : ୩୦ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ

ସୋର : ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଓ ବରୀରେ ଦୁଇଟି ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ରେଡ୍ କରିଛି । ୩୦ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ ହୋଇଛି । ସୂଚନା ଅନୁଯାୟୀ, ବାଲେଶ୍ଵର
Read More...

ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ସୋର : ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଅଇଁରୀ ଗ୍ରାମର ମନୋରଞ୍ଜନ ନାୟକ ବାଲିଛନ୍ଦା ଘାଟ ନିକଟରେ କିଓସ୍କ ବ୍ୟାଙ୍କ କରିଛନ୍ତି । ଆଜି ସକାଳେ ମନୋରଞ୍ଜନ ଗ୍ରାହକମାନଙ୍କ ପାଇଁ
Read More...

୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସୋର ବାଗୁଡ଼ି ଅଞ୍ଚଳରୁ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି । ସାପଟି ବାଉଡି ଗୋପାଳପୁର ରାସ୍ତା ଅତିକ୍ରମ କରୁଥିବା ବେଳେ ଲୋକେ ତାକୁ ନମାରି ସାପ ଧରାଳିକୁ ଡାକି ଧରି ମଙ୍ଗଳପୁରସ୍ଥ କିଆନଳି ଜଙ୍ଗଲରେ ଛାଡିଥିଲେ । ସାପ
Read More...

ବିଲୁଆ ଆକ୍ରମଣରେ ୨ ଗୁରୁତର

ସୋର : ଗାଁ ପଡିଆକୁ ଯାଉଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଜଙ୍ଗଲି ବିଲୁଆ । ଫଳରେ ଦୁଇ ଜଣ ଯୁବକଙ୍କ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଖଇରା ବ୍ଲକ ଡଗରପଡା ଗ୍ରାମରେ
Read More...

ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ

ସୋର : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ବଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ
Read More...

ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ସୋର : ବାଲେଶ୍ବର ବାହାନଗା ବ୍ଲକ ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତଙ୍କ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାତିରେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଅଟଳ ବିହାରୀ ରାଉତଙ୍କ ମୁଣ୍ଡ ଏବଂ କାନ୍ଧରେ
Read More...

ପୋଖରୀରୁ ମୃତଦେହ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ କାନପୁର ଗ୍ରାମର ନୃସିଂହ ସାହୁଙ୍କ ମୃତଦେହ ପୋଖରୀରୁ ପୋଲିସ୍ ଉଦ୍ଧାର କରିଛି । ନୃସିଂହଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ମୃତ ନୃସିଂହ ସାହୁଙ୍କ ପୁତୁରା ଗଜେନ୍ଦ୍ର ସାହୁ
Read More...

ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

ସୋର : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ଶିଶୁପୁତ୍ର ଜଣକ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ ବୋଲି ଜଣାପଡିଛି । ବାଲେଶ୍ଵର ଜିଲ୍ଲା
Read More...

ମଦ ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୬ ଅଟକ

ସୋର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳି ଦେବା ସଙ୍ଗେ ମଦ ଦୋକାନ ମାଲିକଙ୍କ ଏକ ୪ ଚକିଆ ଯାନକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନାନୁଯାୟୀ, ମୌଉଛଣ
Read More...

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ : ୭ ଗୁରୁତର, ୩୦ରୁ ଅଧିକ ଆହତ

ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ୍ ଓଲଟିପଡ଼ି ୩୦ରୁ ଅଧିକ ଯାତ୍ରୀ ଆହାତ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଓ ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ
Read More...