Browsing Tag

Sor news

ଛୁଟି ନ ମିଳିବାରୁ ରାସ୍ତା ଉପରେ ଗାଡ଼ି ରଖି ପଳାଇଲେ ଡ୍ରାଇଭର୍‌

ସୋର : ସାଇବର୍‌ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ମାତ୍ର ରାସ୍ତାରେ ଡ୍ରାଇଭରମାନେ ସଚେତନତା ରଥକୁ ରଖି ପଳାଇ ଯାଇଛନ୍ତି । ତେବେ ଛୁଟି ନ ମିଳିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ସୋର ବ୍ଲକ୍‌ ଦହିସଡ଼ା ଓଭର୍‌ବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଆଜି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାକୁ ପଛରୁ ପିଟିଲା ଟ୍ରକ୍ ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଥାଉକି, କୁକୁଡ଼ା ନେବା ପାଇଁ କୋଲକତାରୁ ଖୋର୍ଦ୍ଧା ଆସୁଥିଲା
Read More...

ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସୋର : ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୋଲି ଜଣାପଡିଛି । ତାଙ୍କ ବୟସ ୧୯ ବର୍ଷ ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା
Read More...

ବାଇକ୍‌କୁ ପଛରୁ ପିଟିଲା କାର୍‌ : ୨ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ହୁଣ୍ଡାଇ କାର୍‌ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଶଶୁର ଓ ବୋହୂ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର
Read More...

ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ

ସୋର : ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣ
Read More...

ଗଳାକାଟି ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆଠାରେ ପଦାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ସାହି
Read More...

ଚୋରି କଲା ବେଳେ ଧରା ପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର

ସୋର : ଦୋକାନରେ ପଶି ଚୋରି କଲା ବେଳେ ଧରାପଡି ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଶିବ ପ୍ରସାଦ ସାହୁ ପାନ ଦୋକାନ
Read More...

ବିଦ୍ୟୁତ୍ ଆଘାତରେ ଟ୍ରକ୍ ହେଲ୍ପର ସମେତ ଶ୍ରମିକ ଗୁରୁତର

ସୋର : ବିଦ୍ୟୁତ୍ ଆଘାତରେ ଜଣେ ଟ୍ରକ ହେଲ୍ପର ସମେତ ଜଣେ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବ୍ଲକ ନିକଟରେ ଥିବା ଏକ ରଡ଼ ସିମେଣ୍ଟ ଦୋକାନରେ ରଡ଼ ଓହ୍ଲାଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏମାନେ ଆହତ ହୋଇଥିବା ଜଣାପଡ଼ିଛି ।
Read More...

ପାରିବାରିକ କଳହର କରୁଣ ପରିଣତି : ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର

ସୋର : ପାରିବାରିକ କଳହର କରୁଣ ପରିଣତି । ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର । ସୂଚନାନୁଯାୟୀ, ତୁଣ୍ଡୁପଡା ଗ୍ରାମର ବସନ୍ତ ସାହୁ ଘରୋଇ କଳହକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହୋଇ ଏକ କାତିରେ ସ୍ତ୍ରୀ ଭାରତୀ ସାହୁ (୪୫ ବର୍ଷ) ଓ ଶଳା ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆକ୍ରମଣ କରିଥିଲେ ।
Read More...

କେନାଲ ବନ୍ଧ ନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ରାଣିତାଲ କୁପାରି ମୁଖ୍ୟ ରାସ୍ତାରୁ ଯାଇଥିବା ସାଲୋଛକ କେନାଲ ବନ୍ଧ ନିକଟରୁ ଆଜି ଏକ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଶିଶୁଟି ଦୁଇ ଦିନ ଧରି ବୁଦା ମୂଳରେ ପଡ଼ିଥିବାରୁ ଫୁଲିଯାଇ ଦୁର୍ଗନ୍ଧ ବାହାରୁଛି ।
Read More...