Browsing Tag

sanakhemundi news

୧୧ କେଭି ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ କୋରା ବେହେରା ଓ ତୋଫାନ ବେହେରା ବିଲକୁ ସାରୁ ଖୋଳିବାକୁ ଯାଇଥିଲେ ଏହି ସମୟରେ ହଠାତ୍ ୧୧ କେଭି ତାର ଛିଣ୍ଡି କୋରାଙ୍କ ଉପରେ ପଡ଼ିଥିଲା ଏହା
Read More...

ଇଟା ଭାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅମ୍ଭଠା ଗାଁ ନିକଟରେ ଥିବା ଇଟା ଭାଟିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକ ମହିଳା ଜଣକ ପାଟପୁର ଥାନା ପଳାଶପୁର ଗ୍ରାମର ୧୯ ବର୍ଷୀୟ ସୁଲତା ଦାସ । ସୂଚନା ଅନୁସାରେ ଇଟା ଭାଟିରେ ପଳାସପୁର ଗାଁର ରଞ୍ଜନ ଦାସ ଓ ତାଙ୍କ
Read More...

କାଉଡ଼ିଆଙ୍କ ଉପରେ ଚଢିଗଲା କାର୍ : ୨ ମୃତ,୧୦ରୁ ଅଧିକ ଆହତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଆସିକା ଭେଜିପୁଟ ଭେଟନଇ ରାସ୍ତାରେ କାଉଡ଼ିଆଙ୍କ ଉପରେ ଚଢିଗଲା କାର୍‌ । ରବିବାର ବିଳମ୍ବିତ ରାତିରେ ଆସିକା ଋଷିକୁଲ୍ୟା ସଙ୍ଗମ ସ୍ଥଳରୁ ଜଳ ନେଇ ଅରଖପୁର ତାରକେଶ୍ୱର୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର ମାଡିଯାଇ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା
Read More...

ପାଗଳ ବିଲୁଆ ଆକ୍ରମଣରେ ୭ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମରେ ପାଗଳ ବିଲୁଆ ଆକ୍ରମଣରେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର
Read More...

ଭାଇ ହେଲା ଭଗାରୀ : ଭାଇ ହାତରେ ଭାଇର ଜୀବନ ଗଲା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଜଣେ ଭାଇର ଶାବଳ ମାଡ଼ରେ ଅନ୍ୟ ଭାଇର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇମାନଙ୍କ ମଧ୍ୟରେ
Read More...

ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ବାଘର ଚିତ୍ର ସାମ୍ନାକୁ ଆସିବା ପରେ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ଏହାସହ ସତର୍କ ରହିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ ବିଭାଗ ପକ୍ଷରୁ କୁହାଯାଉଛି ।
Read More...

ଘୋଡାହାଡ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଘୋଡ଼ାହାଡ ନଦୀରୁ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଉକ୍ତ ଘଟଣାଟି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମ ନିକଟରେ ଘଟିଛି । ଯୁବକ ଜଣଙ୍କ ହେଲେ ମହାନଳା ଗ୍ରାମର ଉମାକାନ୍ତ ସାହୁ । ସୂଚନା ମୁତାବକ ମଙ୍ଗଳବାର
Read More...

୩୦୧ କେଜି ଗଞ୍ଜେଇ ଜବତ

ସାନଖେମୁଣ୍ଡି : ଗୋବିନ୍ଦପୁର ପଞ୍ଚାୟତ କୃଷ୍ଣପୁର ଓ ବୁରେଇ ପାହାଡ ଗ୍ରାମର କିଛି ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଖବର ପାଇ ପାଟପୁର ପୋଲିସ ଚଢାଉ କରି ୩୦୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି
Read More...

ଅଟୋରୁ ଗଞ୍ଜେଇ ଜବତ

ସାନଖେମୁଣ୍ଡି : ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଛଣମେରି ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ଅଟୋରୁ ପାଟପୁର ପୋଲିସ ୧୩୬ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏଥିସହ ଅଟୋ ଡ୍ରାଇଭର ସହ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଦିଗପହଣ୍ଡି
Read More...

ଟିପର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସାନଖେମୁଣ୍ଡି : ହିଂଜିଲି ଥାନା ଆଡ଼ପଡା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଆଡ଼ପଡା ଇଶାଣେଶ୍ଵର ମନ୍ଦିର ନିକଟରେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟି କାମ ପାଇଁ ଯାଉଥିବା ଟିପର ନଂ (ଓଆର ୧୬ ସି ୧୦୪୫) ଗାଡିଟି ଏକ୍ସଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଯାହା
Read More...