pakka

କାଉଡ଼ିଆଙ୍କ ଉପରେ ଚଢିଗଲା କାର୍ : ୨ ମୃତ,୧୦ରୁ ଅଧିକ ଆହତ

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଆସିକା ଭେଜିପୁଟ ଭେଟନଇ ରାସ୍ତାରେ କାଉଡ଼ିଆଙ୍କ ଉପରେ ଚଢିଗଲା କାର୍‌ । ରବିବାର ବିଳମ୍ବିତ ରାତିରେ ଆସିକା ଋଷିକୁଲ୍ୟା ସଙ୍ଗମ ସ୍ଥଳରୁ ଜଳ ନେଇ ଅରଖପୁର ତାରକେଶ୍ୱର୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର ମାଡିଯାଇ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

2 × 4 =