Browsing Tag

sanakhemundi news

ତପ୍ତପାଣି ଘାଟିରେ ଓଲଟିଲା ୨ ଟ୍ରକ

ସାନଖେମୁଣ୍ଡି : ପାଟପୁର ଥାନା ତପ୍ତପାଣି ଘାଟିରେ ଦୁଇଟି ମାଲ ବାହି ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାତି ୨ ଟା ସମୟରେ ଆଶ୍ରମ ସ୍କୁଲ ବେଲଗଡ଼ ନିକଟ ଟରନିଙ୍ଗରେ ପଣସ ବୋଝେଇ ଟ୍ରକ ଏବଂ ରାତି ୧୨ ଟା ୩୦ ରେ ଜକରାପଲ୍ଲି ନିକଟରେ ମକା ବୋଝେଇ ଟ୍ରକ
Read More...

ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର, ଛାତ୍ରଛାତ୍ରୀ ଆହତ

ସାନଖେମୁଣ୍ଡି : ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ସାଢେ ୯ଟାରେ ଛଣମେରି ସ୍ଥିତ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପାଟପୁର
Read More...

ପୂର୍ବ ଶତୃତାରୁ ଗୋଷ୍ଠୀ ସଂଘର୍ଷ : ୧ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ପଥର ମାଡ଼ ସହ ବୋମାମାଡ଼ ହୋଇଥିବା ଜଣାପଡିଛି । ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ କେ.ଲୋକନାଥ । ଘଟଣାସ୍ଥଳରେ ଗୋଳନ୍ଥରା ଥାନା
Read More...

ଯୁବକଙ୍କୁ ଛୁରା ମାଡ଼ କରି ଗ୍ରାମବାସୀଙ୍କଠାରୁ ନିସ୍ତୁକ ଛେଚା ଖାଇଲେ ଆକ୍ରମଣକାରୀ

ସାନଖେମୁଣ୍ଡି : ଆସିକା ନିକଟସ୍ଥ ବେଣିଆ ଗ୍ରାମରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ଼ କରି ଗ୍ରାମବାସୀଙ୍କଠାରୁ ଧରି ନିସ୍ତୁକ ଛେଚା ଖାଇଥିବା ଜଣାପଡିଛି । ଛୁରାମାଡ଼ର ଶିକାର ହୋଇଥିବା ଯୁବକ ଜଣକ ହେଲେ ବେଣିଆ ଗ୍ରାମର ଚନ୍ଦନ କ୍ୟାମ୍ପ । ସେ କଲେଜ ଛକରୁ ନିଜ ଗ୍ରାମ ବେଣିଆକୁ
Read More...

ମା’ ଦଣ୍ଡ କାଳୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍

ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ୍ ପାଟପୁର ମିନି ଷ୍ଟାଡୟମରେ ମା' ଦଣ୍ଡ କାଳୀ ଟୁର୍ଣ୍ଣାମେଣ୍ଟ ଶନିବାର ଫାଇନାଲ ମ୍ୟାଚ୍ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଧାଦେଇପୁର ସରପଂଚ ଡି.ରାକେଶ ପାତ୍ର, ସମିତି ସଭ୍ୟ ନିଳାଞ୍ଚଳ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଛାତ୍ର
Read More...

ସାନଖେମୁଣ୍ଡି ବ୍ଲକର ୧୪ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ

ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଜୋନାଲ ସ୍ତରୀୟ ପ୍ରତିଯୋଗିତା ଚୁଡ଼ଙ୍ଗପୁର ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରୁ କିଛି ଛାତ୍ର ଛାତ୍ରୀ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସାନଖେମୁଣ୍ଡି ବ୍ଲକର ୧୪ ଛାତ୍ରଛାତ୍ରୀ
Read More...

ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ

ସାନଖେମୁଣ୍ଡି : ପାଟପୁର ଥାନା ଏସ୍‌ ଗୋପାଳପୁର ପଞ୍ଚାୟତ ପାହାଡିଆ ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ଗଂଜେଇ ଚାଷ ପୋଡି ପୋଲିସ ନଷ୍ଟ କରିଛି । ପାହାଡିଆ ଅବଡା ଖାବଡା ରାସ୍ତାରେ ଝରଣା ନିକଟରେ ଏକର ଏକର ଗଞ୍ଜେଇ ଗଛ ଚାଷ ହୋଇଥିବା ଖବର ପାଇ ପୋଲିସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଢ଼ାଉ
Read More...

ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ରବିବାର ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ବାଲିପଡା ଟିକରପଡାର ଭଗବାନ ପ୍ରସାଦ ଦାସ ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କ ମୃତଦେହ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ
Read More...

ବେଆଇନ ବାଣ ଜବତ ସହ ଜଣେ ଗିରଫ

ସାନଖେମୁଣ୍ଡି : ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ପୋଲିସର ଅତର୍କିତ ଚଢ଼ାଉ । ପାଟପୁର ଥାନା ଡେଙ୍ଗାଉସ୍ତା ମାର୍କେଟ ଅଞ୍ଚଳରେ ବେଆଇନ ବାଣ ଗଚ୍ଛିତ ଥିବା ଗୋଦାମରେ ଚଢ଼ାଉ କରିଛି ପୋଲିସ । ବାଣ ଜବତ ହୋଇଛି ଯାହାର ଅନୁମାନିକ ବଜାର ମୂଲ୍ୟ ଦଶ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ
Read More...

ଜଙ୍ଗଲରୁ ୧୯,୨୦୦ ଗଞ୍ଜେଇ ଗଛ ନଷ୍ଟ

ସାନଖେମୁଣ୍ଡି : ସାନଖେମୁଣ୍ଡି ପଟିଗୁଡା ରଘୁନାଥପୁର ପାହାଡ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ । ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏନେଇ ଅବକାରୀ କମିଶନର ଆଶିଷ
Read More...