pakka

ଟିପର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

bbehera

ସାନଖେମୁଣ୍ଡି : ହିଂଜିଲି ଥାନା ଆଡ଼ପଡା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଆଡ଼ପଡା ଇଶାଣେଶ୍ଵର ମନ୍ଦିର ନିକଟରେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟି କାମ ପାଇଁ ଯାଉଥିବା ଟିପର ନଂ (ଓଆର ୧୬ ସି ୧୦୪୫) ଗାଡିଟି ଏକ୍ସଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଉଡି ଯାଇଥିଲା । ମୃତକ ଜଣଙ୍କ ହେଲେ ଖଲିଙ୍ଗୀ ଗ୍ରାମର ଯୋଗୀ ଲେଙ୍କା ।

jay balangir
Leave A Reply

Your email address will not be published.

17 + 12 =