ଓଡ଼ିଶା ମେଟାଲିକ ବିରୋଧରେ ଗର୍ଜିଲେ ମହିଳା ଓ ଅଂଚଳବାସୀ : ଜଙ୍ଗଲ ଜମି ଉଦ୍ଧାର ନହେଲେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ…
ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟା ଠାରେ ଥିବା ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ୱାରା ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଏବଂ ଜଙ୍ଗଲ ଜମି ଜବରଦଖଲ ପ୍ରତିବାଦରେ ଜମେରା, ଇବ୍, ମରାକୁଟା ଓ ବୁଢ଼ାପଦରର ଶତାଧିକ ଗ୍ରାମବାସୀ!-->…
Read More...
Read More...