Browsing Tag

rourakela news

ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ବେଆଇନ ଅଧିକାର ଉପରେ ଚିଠି ଲେଖିଲେ ରେଙ୍ଗାଲି ବିଧାୟକ

ରାଉରକେଲା /ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଜିଲ୍ଲା ଶ୍ରିପୁରା ଠାରେ ଥିବା ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ଅଧିକାର କରିଥିବା ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପୁର ସମ୍ବଲପୁର ଜିଲ୍ଲାପାଳଙ୍କୁ ଗୁରୁବାର ଚିଠି କରିଛନ୍ତି । ଶ୍ରିପୁରା ଠାରେ ଥିବା ଏପିଶୀଳନ
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଲାଠିକଟା ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ଜତରା-୨୦୨୬ ମହୋତ୍ସବରେ ଯୋଗଦେବା ପାଇଁ ଲାଠିକଟା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ଲାଠିକଟା ସ୍ଥିତ ସରକାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ
Read More...

ଆଗାମୀ ରାଜ୍ୟ ବଜେଟ୍‍ରେ ରାଉରକେଲାକୁ ଏହାର ନ୍ୟାୟ ଅନୁଦାନ ମିଳୁ : ଥିଂକର୍ସ ଫୋରମ୍‍

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ଫେବୃୟାରୀ ତୃତୀୟ ସପ୍ତାହରେ ରାଜ୍ୟ ସରକାର ହାରାହାରି ୩ଲକ୍ଷ ୨୫ ହଜାର କୋଟି ଟଙ୍କାର ବଜେଟ୍‍ ଉପସ୍ଥାପନା କରିବେ ବୋଲି ଆଶା କରାଯାଏ । ବଜେଟ୍‍ରେ ସାମଗ୍ରିକ ଭାବରେ ବିଭିନ୍ନ ବିଭାଗକୁ ବ୍ୟୟ ବରାଦ କରୁଥିଲେ ମଧ୍ୟ ପ୍ରାଧାନ୍ୟ ରଖୁଥିବା ବିଭିନ୍ନ
Read More...

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତି, ଛେଣ୍ଡ ତରଫରୁ ଓଡିଆ ସାହିତ୍ୟର ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହିକା ଶର୍ମିଷ୍ଠା କବି ଶତପଥୀଙ୍କ
Read More...

ପୁଣି ପଦାକୁ ଆସିଲା ଲାଠିକଟା ତହସିଲର କାରନାମା : ଜମି ମାଲିକଙ୍କୁ ନଜଣାଇ ଜମି ବିକ୍ରୀ ହୋଇଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅଧୀନରେ ଥିବା ଗର୍ଜନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗର୍ଜନ ଗ୍ରାମରେ ରହୁଥିବା ଜନ୍ମେଜୟ ପାତ୍ର ନାମରେ କାଲୁଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଖାତା ନମ୍ବର : ୨୦୦/୨୭୫ ଏବଂ ପ୍ଲଟ ନମ୍ବର୧୧୧୬ ରେ
Read More...

ମଧୁବାବୁଙ୍କ ୯୩ ତମ ଶ୍ରାଦ୍ଧ ବାର୍ଷିକୀ ପ୍ରଗତି ଉତ୍କଳ ସଂଘ ଦ୍ଵାରା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଗତି ଉତ୍କଳ ସଂଘର ବରିଷ୍ଠ କର୍ମକର୍ତ୍ତାଗଣ ସକାଳେ ମଧୁସୂଦନ ମାର୍ଗ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ମାଲ୍ୟାର୍ପଣ
Read More...

ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତରକେରା ସ୍ଥିତ ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସିଂହଙ୍କ ଆବାହକତ୍ୱ, ସ୍କୁଲ ପରିଚାଳନା କମିଟିର ସଭାପତି
Read More...

ରାଉରକେଲା ପୁସ୍ତକ ମହୋତ୍ସବ ଉଦଘାଟିତ : ଉତ୍କଳ ମେଲ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭଞ୍ଜ କଲ୍‌ଚରାଲ୍ ଟ୍ରଷ୍ଟ ଓ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଆୟୋଜିତ ରାଉରକେଲା ପୁସ୍ତକ ମହୋତ୍ସବ ଭଞ୍ଜଭବନ ପ୍ରାଙ୍ଗଣରେ ଉଦଘାଟିତ ହୋଇଛି । ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଷଷ୍ଠତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର
Read More...

ପରିତ୍ୟକ୍ତ ଚେକ ଡ୍ୟାମର ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ସମୟରେ ପାହାଡ଼ରୁ ନିର୍ଗତ ପାଣିର ପ୍ରଖର ସ୍ରୋତର ତାଣ୍ଡବରୁ ପାହାଡ଼ର ପାଦଦେଶରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କୁ ରକ୍ଷା କରିବା ସହିତ ପାହାଡରୁ ନିର୍ଗତ ଜଳ ଏବଂ ବର୍ଷା ଜଳକୁ ସଂରକ୍ଷିତ କରି ଜଳସେଚନ ଯୋଜନା ମାଧ୍ୟମରେ ଆଖପାଖର ଚାଷଜମିକୁ
Read More...