Browsing Tag

rourakela news

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୦ଜିକ ଅନୁଷ୍ଠାନ ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ଵ କିଡନୀ ଦିବସ ଉପଲକ୍ଷେ ଏକ ସଚେତନତା ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
Read More...

ଆପୋଲୋ ହସ୍ପିଟାଲ ପକ୍ଷରୁ କିଡନୀ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ କିଡନୀ ଦିବସରେ ଆପୋଲୋ ହସ୍ପିଟାଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନର ୱାକାଥନ ମାଧ୍ୟମରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରା ହସ୍ପିଟାଲ ପରିସରରୁ ବାହାରି ଆମ୍ବାଗାନ ଛକ
Read More...

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଆକ୍ରମଣ ବିରୋଧରେ ଓଡ଼ିଆ ଅନୁଷ୍ଠାନ ଏକତ୍ରିତ

ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସହରର ସର୍ବପୁରାତନ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଆଦର୍ଶ ପାଠାଗାର ଓ ଭଞ୍ଜଭବନକୁ ନିଜ
Read More...

ଇସ୍ପାତ ନଗରୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ବଡ ଧୁମଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାରୀ କିପରି ନାରାୟଣୀ, ସମାଜକୁ ସେମାନଙ୍କ ଅବଦାନ ଓ ତ୍ୟାଗ ସମ୍ପର୍କରେ
Read More...

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସପ୍ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତାେ ପ୍ରଧାନ) : ଜଗଦା ସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସପ୍ତମ ବାର୍ଷିକୋତ୍ସବ ଜଗଦା ବାଟ ମଙ୍ଗଳା ସ୍ଥିତ ଶକ୍ତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ତ୍ରିଲୋଚନ ପରିଡ଼ାଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ମଧୁସୂଦନ ମହାପାତ୍ରଙ୍କ
Read More...

ସମାଜର ସର୍ବାଙ୍ଗୀନ ବିକାଶରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗତକାଲି ଇସ୍ପାତ ସହରର ଅନ୍ୟତମ ସାମାଜିକ ସଂଗଠନ ସଦ୍‌ଭାବନା ଲକ୍ଷେଘର ସମାଜ ଦ୍ୱାରା ସଂଘ କାର୍ଯ୍ୟାଳୟ ପରିଷରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା
Read More...

ଯାଜ୍ଞସେନୀ ଅନୁଷ୍ଠାନ ପାଳନ କରିଛି ଵିଶ୍ଵ ମହିଳା ଦିବସ ଏଵଂ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ସ୍ଥିତ କାର୍ଯ୍ୟାଳୟ ଠାରେ ଡଃ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ସାରଦା ପ୍ରସାଦ ନାୟକ ବିଧାୟକ ରାଉରକେଲା, ଯୋଗ ଦେଇ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଵା ସହିତ
Read More...

ସହରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅତିଥିମାନେ ମହିଳା ମାନଙ୍କର ସଶକ୍ତିକରଣ, ସେମାନଙ୍କ ପ୍ରତିଭାକୁ ସମ୍ମାନ, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିବା
Read More...

ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଭାପତି ବିଶ୍ୱ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିସନର ଅଷ୍ଟମ ବାର୍ଷିକ ଉତ୍ସବ ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ଉମାଶଙ୍କର ପୀଠ ଠାରେ ପାଳିତ ହୋଇଯାଇଛି । ଉତ୍ସବରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା
Read More...

ସିଆଇଟିୟୁ, ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା କୃଷକ ସଭା, ଗଣତାନ୍ତ୍ରିକ ଯୁବ ଫେଡେରେସନ, ଏସ୍‌ଏଫ୍‌ଆଇ, କ୍ଷେତ ମଜଦୁର ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସେକ୍ଟର ୧୬ସ୍ଥିତ ଶ୍ରମିକ ଭବନ
Read More...