Browsing Tag

rourakela news

ସାଂସଦ ଭାବରେ ନିର୍ବାଚିତ ହେବା ପରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସଦସ୍ୟ ତଥା ସାଂସଦ ଭାବରେ ନିର୍ବାଚିତ ହେବା ପରେ, ରାଉରକେଲା ସହରରେ ଦିଲ୍ଲୀପ ରାୟଙ୍କୁ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସାଂସଦ ଶ୍ରୀ ରାୟଙ୍କୁ ଭବ୍ୟ
Read More...

ମାର୍ଚ୍ଚ ୨୨ରୁ ୨୭ ଜାତୀୟ ନାଟକ ମହୋତ୍ସବ – ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ସମ୍ପର୍କ ସେକ୍ଟର ୫ ସ୍ଥିତ କଲ୍ଚରାଲ୍ ଏକାଡେମୀ ଠାରେ ବିଶ୍ୱନାଟ୍ୟ ଦିବସ ପାଳନ ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ବିଶ୍ୱ ନାଟ୍ୟ ଦିବସ ୨୦୨୬ର ଶୀର୍ଷକ ଶାନ୍ତିର ସଂସ୍କୃତି
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା

ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲିର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯ୍ୟୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ
Read More...

କ୍ୟାରିୟର ଗାଇଡାନ୍ସ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱ,
Read More...

ସୁନାଫୁଲର ପ୍ରତିଷ୍ଠା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦର ସପ୍ତଦଶ ତମ ପ୍ରତିଷ୍ଠା ଉତ୍ସବ ରାଜଗାଙ୍ଗପୁର ମାଲିଡିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସମ୍ପାଦକ ସୁନୀଲ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ତୃତୀୟ ସନ୍ଧ୍ୟା

ମଞ୍ଚସ୍ଥ ହେଲା ନାଟକ ନିଶାପ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ର ମ୍ୟାଜିକ ଥିଏଟର ଅନୁଷ୍ଠାନ ତରଫରୁ ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଓ ନିର୍ଦ୍ଦେଶନାରେ ନାଟକ ନିଶାପ ମଞ୍ଚସ୍ଥ ହୋଇଯାଇଛି । ସିଭିକ ସେଣ୍ଟର ଠାରେ ଆୟୋଜିତ
Read More...

ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

କୁଆଁରମୁଣ୍ଡାରେ ବନାଗ୍ନୀ ନିବାରଣ ନେଇ ସଚେତନତା ଶିବିର ଓ ରାଲି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନାଗ୍ନୀ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ବନଖଣ୍ଡ ପକ୍ଷରୁ ଡିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା
Read More...

ପ୍ରଣତି ବେହେରାଙ୍କ କବିତା ସଂକଳନ ‘ନବଘନର ଘର’ ଉନ୍ମୋଚିତ

ସାହିତ୍ୟ କୌଣସି ଧାରାରେ ବାନ୍ଧି ହୁଏନା, ବରଂ ଅନ୍ୟର ମରମ କଥା କହିଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : କବି ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ ‘ନବଘନର ଘର' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ସାରସ୍ୱତ ଉତ୍ସବରେ ମୁଖ୍ୟଅତିଥି
Read More...

ରାମକୃଷ୍ଣ ମିଶନରେ ସ୍ୱପ୍ନ ୨୦୫୦ ସମ୍ପର୍କରେ କର୍ମଶାଳା ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୧ ତାରିଖ ଶନିବାର ଦିନ ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ଠାରେ କଲିକତାର କେତେକ ପ୍ରଫେସରଙ୍କ ସହଯୋଗରେ କିଶୋର ମାନଙ୍କ ଚିନ୍ତାଶକ୍ତିକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ସ୍ୱପ୍ନ ୨୦୫୦ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହେବ । ପଞ୍ଚମରୁ ଅଷ୍ଟମ ଓ
Read More...