ଲେଖିକା ସଂସଦର ମହିଳା ଦିବସ ଓ ବସନ୍ତ କବିତା ଆସର
ରାଉରକେଲା, (ସସ୍ମିତା ପ୍ରଧାନ) : ଲେଖିକା ସଂସଦ ରାଉରକେଲା ତରଫରୁ ମହିଳା ଦିବସ ଓ ବସନ୍ତ କବିତା ଆସର ଛେଣ୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସୁରକ୍ଷିତ ଦିଗ, ଆତ୍ମନିର୍ଭରଶୀଳ, ଆତ୍ମସଚେତନତା ଓ!-->…
Read More...
Read More...