Browsing Tag

rourakela news

ଜଳ ଏବଂ ଲିଙ୍ଗ : ଯେଉଁଠାରେ ଜଳ ପ୍ରବାହିତ ହୁଏ, ସମାନତା ବୃଦ୍ଧି ପାଏ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ (ଭାରତ) ଦ୍ୱାରା "ଜଳ ଏବଂ ଲିଙ୍ଗ : ଯେଉଁଠାରେ ଜଳ ପ୍ରବାହିତ ହୁଏ, ସମାନତା ବୃଦ୍ଧି ପାଏ" ଶୀର୍ଷକ ଆଲୋଚନା ଉପରେ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା । ରାଉରକେଲା ଇସ୍ପାତ
Read More...

ଆସ୍ଥାର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ୱ,
Read More...

ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟେଟ୍ରା ପ୍ୟାକ୍ ମଦ ସହିତ ସମସ୍ତ ପ୍ରକାର ମଦ ଓ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା, ଇଣ୍ଟରନେଟ ଓ ମୋବାଇଲରେ ଅଶ୍ଳୀଳତାର
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ଆନ୍ତର୍ବିଦ୍ୟାଳୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ଵ କବିତା ଦିବସ ପାଳିତ

କାଳଜୟୀ କବିତା ବିଶ୍ୱବ୍ୟାପୀ ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର ୭ ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ୟରେ ବିଶ୍ବ କବିତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
Read More...

ଏଆଇ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ ସମ୍ପର୍କିତ ଏକ କର୍ମଶାଳା ସେକ୍ଟର ୨୦ ସ୍ଥିତ ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ରାଉରକେଲା ଡ଼ିଏଫ୍‌ଓ ଯଶୋବନ୍ତ ସେଠିଙ୍କୁ ମିଳିଲା ଗୋଭଟେକ ଆୱାର୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ କ୍ୟାମେରା ଟାୱାର ଲଗେଇ ଅନେକ ହାତୀଙ୍କ ସହ ଜଙ୍ଗଲୀ ପ୍ରାଣୀଙ୍କ ଜୀବନ ବଞ୍ଚାଉଥିବା ଏବଂ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିବାରୁ ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠିଙ୍କୁ ଦିଲ୍ଲୀ ଠାରେ ମିଳିଛି 'ଇକୋନୋମିକ ଟାଇମସ
Read More...

ରିତେଶ ପୃଷେଠଙ୍କୁ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଦାୟିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ଆଦର୍ଶ ରିତେଶ ପୃଷେଠ୍ ଭାରତୀୟ ଜନତା ପାର୍ଟି, ଯୁବା ମୋର୍ଚ୍ଚା, ଓଡ଼ିଶାର ନୂତନ ସମ୍ପାଦକ ଭାବେ ଦାଇତ୍ଵ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ରିତେଶ ନିଜ ସାମାଜିକ ଜୀବନ ୨୦୧୪ରେ ରାଷ୍ଟ୍ରୀୟ
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ -୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହର ପ୍ରଥମ ଦିବସକୁ କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଓଡିଆ ପରମ୍ପରାର ପ୍ରତୀକ ପଖାଳ : ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ପଖାଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପରମ୍ପରାର ପ୍ରତୀକ ଭାବରେ ପଖାଳକୁ ମନେପକାଇ ମାର୍ଚ୍ଚ ୨୦ ତାରିଖକୁ ସମଗ୍ର ଓଡିଶାରେ ପଖାଳ ଦିବସ ଭାବରେ ପାଳନ କରାଯାଉଛି । ପଖାଳ ଦିବସ ଉପଲକ୍ଷେ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଆନନ୍ଦର ସହିତ ପଖାଳ ଦିବସ ପାଳନ କରାଯାଇଛି ।
Read More...