Browsing Tag

patana news

ରକ୍ତାକ୍ତ ପ୍ରେମ : ପ୍ରେମିକ କଥାବାର୍ତ୍ତା କରୁନଥିଲେ, ପ୍ରେମିକା ପ୍ରେମିକଙ୍କ ପଛରେ ଲଗାଇଦେଲେ ସୁପାରି କିଲର୍‌

ପାଟନା : ବିବାହରର ରାଜଧାନୀ ପାଟନାରେ ଜଣେ ପ୍ରେମିକାଙ୍କ ରକ୍ତାକ୍ତ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକାଟିର ନାମ ପ୍ରିୟଙ୍କା । ତାଙ୍କ ପ୍ରେମିକ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ, ଯାହା ପରେ ପ୍ରେମରେ ପାଗଳ ପ୍ରେମିକା ପ୍ରେମିକଙ୍କୁ ମାରିବା ପାଇଁ ସୁପାରି କିଲର୍‌
Read More...

ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ସାହାରପଡା ମୁଖ୍ୟାଳୟସ୍ଥିତ
Read More...

ପାଟଣା ବ୍ଲକର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଶହ ଶହ ଅକାଶିଆ ଓ ପଟାସ ଗଛ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବ୍ରାହ୍ମଣୀ ଦେଓ ପଟାସ ଜଙ୍ଗଲରେ ୨ ଏକର ଜାଗାରେ ନିଆଁ ଲାଗିଛି । ଦ୍ଵାରିକାପଶି ଅକାଶିଆ ଜଙ୍ଗଲରେ ୫ ଏକର
Read More...

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ରିଫାଇନ୍ ତେଲ ଟ୍ୟାଙ୍କର

ପାଟଣା : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ରିଫାଇନ୍ ତେଲ ଟ୍ୟାଙ୍କର ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଏକ ରିଫାଇନ୍ ତେଲ ଟ୍ୟାଙ୍କର
Read More...

ଭୟାବହ ଅଗ୍ନିକାଣ୍ଡ : ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣାପଡ଼ିନାହିଁ ।
Read More...

ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଏଥିରେ ଦିବ୍ୟାଙ୍ଗଙ୍କ ଅଧିକାର
Read More...

ମଦ ବ୍ୟବସାୟ ଛାଡ଼ିଲେ ୧ଲକ୍ଷ ସହାୟତା ରାଶି ମିଳିବ, ବିହାର ସରକାରଙ୍କ ବଡ଼ ଘୋଷଣା

ପାଟଣା : ମଦ ବ୍ୟବସାୟ ଛାଡ଼ିଲେ ମିଳିବ ୧ଲକ୍ଷ ସହାୟତା ରାଶି । ବିହାରର ନୀତିଶ ସରକାରଙ୍କ ଏହି ବଡ଼ ଘୋଷଣା ଏବେ ବିହାରରେ ବେଆଇନ ମଦକୁ ରୋକିବା ପାଇଁ ସକ୍ଷମ ହେବ ବୋଲି ଆଲୋଚନା ହେଉଛି । ଯିଏ ଏହି ବ୍ୟବସାୟରୁ ବାହାରକୁ ଆସି ଜୀବିକା ନିର୍ବାହ ପାଇଁ ନୂଆ ଜୀବିକା ଆରମ୍ଭ କରିବ, ସରକାର ତାଙ୍କୁ
Read More...

ବାରହା ଶିକାର କରି ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ କ୍ଷେତ୍ର ଅନ୍ତର୍ଗତ ବରୁଡି ପଶି ଜଙ୍ଗଲରେ ବୋମା ଫୁଟାଇ ବାରହା ଶିକାର କରିବା ଅଭିଯୋଗରେ ପାଟଣା ଜଙ୍ଗଲ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୪ ଜଣ ହେଲେ ବରୁଡିପଶିର
Read More...

ଗଡ଼ିଲା କୃଷକ ସଚେତନତା ରଥ

ପାଟଣା : ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ ଗତକାଲିଠାରୁ କୃଷକ ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ଗୋଷ୍ଠୀ କୃଷି ଅଧିକାରୀ କୃପାସିନ୍ଧୁ ସାହୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ପାଟଣା ସହାକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ତୁରୁମୁଙ୍ଗା
Read More...

ପାଟଣା ଅଞ୍ଚଳରେ ବିଶ୍ଵକର୍ମା ପୂଜା

ପାଟଣା : ନିର୍ମାଣର ଆଦିସ୍ରଷ୍ଟା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ମୁଖ୍ୟାଳୟ ସମେତ ସ୍ୱାମ ହନୁମାନ ଛକ, ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ଓ ତୁରୁମୁଙ୍ଗାର ଟାଟା ପାୱାର ଉପଖଣ୍ଡ କାର୍ଯ୍ୟାଳୟରେ
Read More...