pakka

ଭୟଙ୍କର ଅଗ୍ନିକାଣ୍ଡ : ୪ ଜୀବନ୍ତ ଦଗ୍ଧ, ୬ରୁ ଅଧିକ ଆହତ

bbehera

ପାଟନା : ବିହାର ମୁଜାଫରପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡରେ ଚାଲିଗଲା ୪ ଶିଶୁଙ୍କ ଜୀବନ । ଏହି ଅଗ୍ନିକାଣ୍ଡରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

one × 2 =