pakka

ମାଲବାହୀ ରେଳ ଧକ୍କାରେ ୨ ହାତୀ ମୃତ

bbehera

ପାଟଣା : ମାଲବାହୀ ରେଳ ଧକ୍କାରେ ୨ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୈତାରୀ ବନାଞ୍ଚଳ ଯଖପୁରା-ବାଂଶପାଳ ରେଳପଥର ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ୧୪୧/୧୪-୧୫ ରେଳ ଲାଇନରେ ବିଳମ୍ବିତ ରାତିରେ ହାତୀ ରେଳ ଧାରଣା ପାର ସମୟରେ ମାଲବାହୀ ରେଳଟି ହାତୀ ପଲଙ୍କୁ ଧକ୍କା ଦେଇଥିଲା । ଫଳରେ ୧୦ରୁ ୧୨ ଫୁଟ ଦୂରକୁ ଛିଟିକି ପଡ଼ି ୨ ହାତୀଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇଛନ୍ତି । ଅନ୍ୟ ଏକ ହାତୀର ଅବସ୍ଥା ସଙ୍କଟାପନ୍ନ ରହିଛି ।

jay balangir
Leave A Reply

Your email address will not be published.

nineteen − 14 =