Browsing Tag

padmapur news

ଜାତୀୟ ଶିକ୍ଷାନୀତି – ୨୦୨୦ ଉପରେ ୱେବିନାର : ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ସଂଭାବନା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣିତ ଜାତୀୟ ଶିକ୍ଷା ନୀତି-୨୦୨୦ରେ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ୱ ଆରୋପ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ…
Read More...

ସରକାରୀ ନିୟମକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ନିଲଜୀପତ୍ରା ଗ୍ରାମର ମୁକ୍ତେଶ୍ଵର ଭୋଇ ଆଣିଛନ୍ତି ନନ୍ଦଲାଲ ରାତ୍ରେଙ୍କ ନାମରେ ଏପରି ଅଭିଯୋଗ । ମେଜର ବନ୍ଦୋବସ୍ତ ଖାତା ନଂ ୧୬୧ ରେ ଥିବା ପ୍ଲଟ ନଂ ୧୧୨୧ ମାଲ ସାଧାରଣ ରକବା ଏ. ୧.୯୩ ଡ଼ିସିମିଲ ହେଉଛି…
Read More...

ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତ ବୟସରେ ବୃଦ୍ଧବୃଦ୍ଧାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ…
Read More...

୨୦୧୯-୨୦ ଖରିଫ ଫସଲ ବୀମା ପ୍ରଦାନ ନକଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ - ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ କରିବା ସମ୍ବନ୍ଧରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ…
Read More...

ଚୋର ସକ୍ରିୟ : କାହାର ପୌଷ ମାସ ତ’ କାହାର ସର୍ବନାଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଂଚଳରେ ଥିବା ଝାରବନ୍ଧ ଓ ଜଗଦଲପୁର ଥାନା ଦୁଇଟି ଛତିଶଗଡ ସୀମାନ୍ତ ନିକଟରେ । ଜଗଦଲପୁର ଥାନା ଅଂଚଳରେ ଜୁଆଖେଳ, ବାଲି, ପାହାଡରୁ ପଥର ଚାଲାଣ, ମହୁଲି ରନ୍ଧାମଦ କାରବାର ବୃଦ୍ଧିପାଇବାରେ ଲାଗିଥିବା ବେଳେ ଝାରବନ୍ଧ ଟାଉନରେ…
Read More...

ଜୁଆ ଅଡ୍ଡା ଉପରେ ଚଢ଼ାଉ : ୫ ବାଇକ ଜବତ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପୋଲିସ ଉଦ୍ୟମ କ୍ରମେ ଏକ ଜଙ୍ଗଲ ମଧ୍ୟରେ ରେଡ କରି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ ସଦଳବଳେ ଘୁଚାପାଲି ଜଙ୍ଗଲ ଭିତରେ ପ୍ରାୟ ୪ କିମି ଚାଲି ଚାଲି ଯାଇ ଜଙ୍ଗଲ…
Read More...

ଭୁଜାଲି ଓ ଲୁହା ରଡ ସହ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ…
Read More...

ଜୟଶ୍ରୀ ମେହରଙ୍କୁ ମିଳିଲା ଆନ୍ତର୍ଜାତିକ ୟୁଥ ଆଇକନ୍ ଆୱାର୍ଡ୨୦୨୦

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ବନୁପାଲି ଗ୍ରାମର ଜୟଶ୍ରୀ ମେହରଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ଆନ୍ତର୍ଜାତିକ ୟୁଥ ଆଇକନ୍ ଆଓ୍ବାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି…
Read More...

ରାସ୍ତାକଡକୁ ମାଡି ବସିଛନ୍ତି ଅଟୋ ରିକ୍ସା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରର ମୁଖ୍ୟତଃ ଜନ ଗହଳି ଛକ ଭାବେ ବର୍ତ୍ତମାନ ଭେଉଁରିଆ ଛକକୁ ବୁଝାଯାଏ । ପାଖକୁ ଲାଗି ରହିଛି ସର୍ବ ପୁରାତନ ଆର.ବି. ହାଇସ୍କୁଲର ପ୍ରକାଣ୍ଡ ଖେଳ ପଡିଆ । ଯେତେବେଳେ କ୍ରିକେଟ ସିଜନ୍ ଆରମ୍ଭ ହୁଏ ଏଇ ଛକଟି ଜନସମୁଦ୍ରରେ ପରିଣତ ହୋଇଯାଏ, ଯାହା…
Read More...

ଗୋମାଂସ ବିକ୍ରି : ୩ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସର୍ଗୀବାହାଲ ଅଞ୍ଚଳରେ ଗୋମାଂସ ବିକ୍ରି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ସର୍ଗୀବାହାଲ ଗ୍ରାମର ମୁରଳୀଧର ମେହର ଓ କୃପା ମେହର(ରୋହିଦାସ) ଏକ ବଳଦକୁ ଟାଙ୍ଗିଆରେ…
Read More...