Browsing Tag

padmapur news

ମନରେଗା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବିନା କାମରେ ମିଳିଛି ପାରିଶ୍ରମିକ, ହେଲେ ଶ୍ରମିକର ପାଉଣା ଗାଏବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ୨୦୨୦–୨୧ କାର୍ୟ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ…
Read More...

ସରକାରୀ ଜମି ଜବର ଦଖଲ : ସ୍ଥାନୀୟ ପ୍ରଶାସନ ଆଖିବୁଜି ନୀରବଦ୍ରଷ୍ଟା ସାଜିଛି

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସଦର ମହକୁମା ବିଜ୍ଞାପିତ ଅଂଚଳ ପରିଷଦ ଅଧୀନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତ୍ତମାନ ବନ୍ଧ ହିଡକୁ ଲାଗି ରହିଥିବା ସରକାରୀ ଜମି ଉପରେ ଏବେ କିଛି ଅସାଧୁ ବ୍ୟକ୍ତି ବେଆଇନ…
Read More...

ହଟିଲା ରାସ୍ତାରୋକ : ପୁଣି ଆସନ୍ତା କାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଧମକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା କଲେଜଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତାରୋକ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ…
Read More...

ସହରରେ ଟ୍ରାଫିକ ସମସ୍ୟା ବୁଝୁଛନ୍ତି ଗାଈଗୋରୁ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଜନଗହଳିପୂର୍ଣ୍ଣ ରାସ୍ତାକୁ ପଦ୍ମପୁର ସହରରେ ଗାଈଗୋରୁ ବୁଝୁଛନ୍ତି ପରି ମନେହୁଏ । କାରଣ ବିଭିନ୍ନ ପତ୍ରପତ୍ରିକାରେ ବାରମ୍ବାର ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କୁ ଚେତାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର ଏଯାଏଁ ଆଖିଦୃଶିଆ କରାଯାଇନି । ସହରର…
Read More...

କୁମ୍ଭକର୍ଣ୍ଣ ନିଦରେ ବିଜେପୁର ବ୍ଲକ ପ୍ରଶାସନ : ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି ତଥା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି । କିନ୍ତୁ କେତେକ ବ୍ଲକସ୍ତରୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନାଗୁଡିକ ଫେଲ…
Read More...

ଚାଷୀ କାନ୍ଦୁଛି, ଆଜି ରାଜରାସ୍ତାରେ : ରାସ୍ତା ଅବରୋଧ କଲେ କୃଷକ ସଙ୍ଗଠନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି । ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀ ମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ଚଞ୍ଚକତା କରୁଛି । ପ୍ରଶାସନ, ଚାଷୀ ପ୍ରତିନିଧି…
Read More...

ପୋଲିସ ପ୍ରଶାସନର ଅବହେଳା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ.୩ ଶଶିଭୂଷଣ ଦାସ ଆଜକୁ ୨୦୧୫ରୁ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରେ ଦିବ୍ୟାସିନୀ ଲୁହାରଙ୍କୁ ବୈଦିକ ହିନ୍ଦୁ ରୀତିରେ ବିବାହ କରିଥିଲା । ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ,…
Read More...

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଂଚଳର ଆଠଗୋଟି ପଂଚାୟତର ବିଜୁ ଜନତାଦଳର ସଭାନେତ୍ରୀମାନଙ୍କୁ ନେଇ ଲଖମରା ଗ୍ରାମପଂଚାୟତ ଅନ୍ତର୍ଗତ କୁଧ୍ରେନପାଲିଠାରେ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପାଇକମାଲ ବ୍ଲକର ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ମୁଖ୍ୟ…
Read More...

ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ପକ୍କା ରାସ୍ତାର ସ୍ୱପ୍ନ ଦେଖୁଛନ୍ତି ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚିତାଖୋଲ ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ୟ ସଡକ ଯୋଜନା ସହ ବିଭିନ୍ନ ସଡକ ଯୋଜନା ମାନ ସରକାର ପ୍ରଣୟନ କରି ପ୍ରତି…
Read More...

କୁମୁଦିନୀ ମ୍ୟାଡମଙ୍କ ମମତାର ଡୋରି

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକର ଜୋନ ନଂ-୧ର ଜିଲ୍ଲାପରିଷଦ ପରିଷଦ ସଭ୍ୟା ଏକ ଭିନ୍ନଢ଼ଙ୍ଗର । କେତେବେଳେ ରାସ୍ତାକଡରେ ଥିବା ନାଳ ନର୍ଦମାକୁ ଜେସିବି ଲଗାଇ ନିଜ ଖର୍ଚ୍ଚରେ ସଫା କରାନ୍ତି ତ' କେତେବେଳେ ଟଙ୍କା ପଇସା ଅଭାବରୁ ପାଠ ପଢ଼ିପାରୁ…
Read More...