Browsing Tag

padmapur news

ଚର୍ଚ୍ଚାରେ ବୁଡାମାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଉନ୍ନତି ମୂଳକ କାମ ଜୋରସୋରରେ ଚାଲିଛି । ଏମ୍‌ଜିଏନଆରଜିଏସ କାମ ଠୁ ଆରମ୍ଭ କରି କଂକ୍ରିଟ୍, ଭତ୍ତା, ବିଲଡିଂ ଗୃହ ନିର୍ମାଣ ଏମିତି ଅନେକ କାମ ଗୁଡିକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ କମ ସମୟ
Read More...

ରାଜ୍ୟ ସରକାରଙ୍କ ଆଇନକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପ୍ରଣୟନ କରୁଛନ୍ତି ଅନେକ ଯୋଜନା । ଲୋକେ ଯେମିତି ହଇରାଣ ନ ହେବେ ସେଥିପାଇଁ ରାଜ୍ୟରେ କାର୍ୟ୍ୟକାରୀ ହେଉଛି ସରକାରଙ୍କ ନିର୍ଦ୍ଦେଶ । ଏଥିପାଇଁ କାମ କରୁଛି ୫ଟି ଏବଂ "ମୋ ସରକାର" ବିଭାଗ । ପୂର୍ଣ୍ଣ ପାରଦର୍ଶିତା ସହ
Read More...

ପିଜୁଳୀ ଚାଷ ଦେଇଛି ପରିଚୟ : ଷ୍ଟ୍ରବେରୀ ପରେ ଡ୍ରାଗନ ଫ୍ରୁଡ ଉପରେ ନଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାମଖାରୀ ଗ୍ରାମର ଅଜିତ ବିଶ୍ୱାଳ । ବୟସ ମାତ୍ର ୩୦ ବର୍ଷ । ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ବି ଚାକିରୀ ପଛରେ ନ ଗୋଡାଇ ଉଦ୍ୟାନ କୃଷିରେ ମନୋନିବେଶ କରି ଅଂଚଳରେ
Read More...

ବୋଡସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) :ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁଶ୍ରୀ ଜିତେଶ୍ବରୀ ଦାସ ସଭାପତିତ୍ବ କରିଥିଲେ । ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ଗତବର୍ଷର ଆୟବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ ।
Read More...

କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଧାରୋଲ ଗ୍ରାମରେ ତିନି ବର୍ଷ ଧରି ଅନୁଷ୍ଠିତ ହେଉଛି କରମସାନୀ ପୂଜା । ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖିରେ ରଖି କରମସାନୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ପୂଜାର ପରିଚାଳନା ଦାୟିତ୍ୱରେ ଥିଲେ ଗ୍ରାମର ବହୁତ କରମସାନୀ ପ୍ରେମୀ ।
Read More...

୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ ମିଳୁନାହିଁ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ହରିଡାଟାଲ ଗ୍ରାମର ତୁଲବତୀ ବାଗ (୪୮)ଙ୍କୁ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ମିଳୁନାହିଁ । ତୁଲବତୀ ବାଗ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ମହିଳା । ତାହାର ଗୋଟିଏ ପୁତ୍ର ସୁରେନ୍ଦ୍ର ବାଗ
Read More...

ମିଷ୍ଟି ପ୍ରଡକ୍ସନ ତରଫରୁ ‘ଦେଲୁ ଆହାର ଖାଏଲୁ ପାହାର’

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗାଁର ଯୁବ ଗୋଷ୍ଠୀ ଏକ ସୁନ୍ଦର ଭିଡିଓ କରି ମିଷ୍ଟି ପ୍ରଡକ୍ସନ ତରଫରୁ ଚାଷୀଙ୍କୁ କିପରି ଭାବରେ ସରକାର ଭୁଆଁ ବୁଲାଇ ଚାଲିଛି ଓ ଚାଷୀ ହକ୍‌ ପାଇଁ ବାରମ୍ବାର ଦାବୀ ଉଠାଇଲେ ମଧ୍ୟ ଶୁଣି ନାହିଁ ଓ ଚାଷୀ
Read More...

ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାସହୀନ ବ୍ୟକ୍ତିମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍‌ନ୍ତି । ପାଇକମାଲ ବ୍ଲକ କେର୍ମେଲାବାହାଲ
Read More...

ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ପଶ୍ଚିମ ଓଡିଶା ଯୁବ ସେନା" ତରଫରୁ ଆଜି ପ୍ରଥମ ଥର ପାଇଁ ଗାଇସିଲେଟ ବ୍ଲକରୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ
Read More...

ବିରିପାଲିରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଶିବ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ଦ୍ବାରା କରୋନା ଯୋଦ୍ଧା ଅଙ୍ଗନୱାଡ଼ି ଦିଦି ଓ ଆଶା କର୍ମୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
Read More...