Browsing Tag

nuapada news

ମା’ ଗଢ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିନୋପୁରକୁ ହରାଇ ପଳସାପଡା ବିଜୟୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ସ୍ଥିତ ମା' ଠାକୁରାଣୀ ଆଜାଦ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୁର ଖେଳପଡ଼ିଆଠାରେ ଅନୁଷ୍ଠିତ ମା' ଗଢିଆଣି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଖେଳରେ ବିନୋପୁରକୁ ହରାଇ…
Read More...

ଅଦିନିଆ ବର୍ଷାରେ ମଣ୍ତି ଧାନ ବେହାଲ : ଚାଷୀ ହନ୍ତସନ୍ତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଗତକାଲି ହୋଇଥିବା ଅଦିନିଆ ବର୍ଷାରେ ମଣ୍ତିରେ ଥିବା ଧାନ ବେହାଲ ହୋଇଥିବା ଜଣାପଡିଛି । ଗତ ବୁଧବାର ଦିନ ସିନାପାଲିର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇଥିଲା । ସିନାପାଲି ସଦର ଧାନ ମଣ୍ତି ସମେତ ମଖାପଦର,…
Read More...

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା' ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା' ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଲ…
Read More...

ସରକାରୀ ଜମିରେ ଦୋକାନ ଘର ନିର୍ମାଣ : ସ୍ଥାନୀୟ ଲୋକଙ୍କ ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ନୂତନ ଦୋକାନ ଗୃହ ନିର୍ମାଣ କରୁଥିବା ବେଳେ ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି…
Read More...

ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଆଶ୍ରମ ସ୍କୁଲ ଖେଳ ପଡ଼ିଆରେ ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ହୋଇଯାଇଛି, ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟଟି ଆରମ୍ଭ ହୋଇଥିଲା । ଏହି ପବିତ୍ର ଦିବସରେ…
Read More...

ଧାନମଣ୍ଡିରେ ଚଢ଼ାଉ : ବେଆଇନ ୩୧୦ ବସ୍ତାଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବେଆଇନ ଭାବେ ରଖିଥିବା ୩୧୦ ବସ୍ତା ଧାନ ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସିଙ୍ଗଝର ମଣ୍ଡିରେ ଧାନ କିଣାରେ ଅନିୟମିତତା ନେଇ ପ୍ରକୃତ…
Read More...

ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : ପ୍ରକୃତ ଶ୍ରମିକ ପାରିଶ୍ରମିକ ପାଇବାରୁ ବଞ୍ଚିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଖଇରା ପଞ୍ଚାୟତ ଚଲାନପଡ଼ା ହାଇସ୍କୁଲ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ହୋଇଥିବା କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରୀ ମିଳି ନଥିବା…
Read More...

ପତିଆଲପଡା ନଦୀଘାଟଠାରୁ ଖଇରପଦରକୁ ବ୍ରିଜ ନିର୍ମାଣ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ଉଦନ୍ତି ନଦୀରେ ପତିଆଲପଡା ଗ୍ରାମକୁ ସଂଯୋଗ କରୁଥିବା ନଦୀଘାଟରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି, ଏହି ରାସ୍ତାରେ ନିତିଦିନ ଖଇରପଦର, ପତିଆଲପଡା, ସରଧାପୁର, କଇଟ ପଦର, ନିଲଜି, କେନ୍ଦୁମୁଣ୍ଡା…
Read More...

ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ : ୯୬୦୦ ଟଙ୍କାର ମୋବାଇଲ ସ୍ଥାନରେ ମିଳିଛି ଇଟା ଖଣ୍ଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦିଗାମ୍ବର ମେହେର ନାମକ ବ୍ୟବସାୟୀ ବୋଡେନ ଛକଠାରେ ଫାଷ୍ଟ ଚଏସ୍‌ ମୋବାଇଲ୍‌ ଦୋକାନକୁ ଗତକାଲି ତାଙ୍କ ନାମରେ ଏକ ପାର୍ସଲ ଆସିଥିଲା । ୯୬୦୦…
Read More...

ମାଓ କ୍ୟାଂପ ଠାବ : ୨ ଟିଫିନ ବମ୍ ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁରକ୍ଷା ବଳକୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଗତକାଲି ଡିଭିଏଫ୍‌,…
Read More...