Browsing Tag

nuapada news

ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ସୁରକ୍ଷାକର୍ମୀ ଦ୍ୱାରା କୁମ୍ବିଂ…

ନୂଆପଡା, (ନିରାକାର ମେହେର) : ଓଡ଼ିଶା-ଛତିଶଗଡ ସୀମା ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ୩ ଘଣ୍ଟା ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏସ୍‌ଓଜି, ଡିଭିଏଫ୍, ସିଆର୍‌ପିଏଫ୍ ଯବାନଙ୍କ ମିଳିତ ଭାବେ କୁମ୍ୱିଂ ଅପରେସନ୍‌ ଜାରି…
Read More...

ଉପାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ମନରେଗା ଯୋଜନାରେ ଖେଳପଡିଆ : ଶୁଭ ଉଦ୍‌ଘାଟନ କଲେ ସିନାପାଲି ବିଡିଓ

ନୂଆପଡ଼ା (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ କରି ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଖେଳପଡିଆ ନୂଆପଡ଼ା ଗ୍ରାମପଞ୍ଚାୟତର ପତିଏଲପଡ଼ା ଠାରେ ନିର୍ମାଣ…
Read More...

୨ବର୍ଷ ପରେ ନିଖୋଜ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମହେଶ୍ୱର ଗ୍ରାମର ବିଶ୍ଵନାଥ ମାଝି ନାମକ ଦାଦନ ଶ୍ରମିକ ନିଖୋଜ ହେବାର ୨ବର୍ଷ ପରେ ଆଜି ଘରକୁ ଫେରିଛନ୍ତି ।୨ବର୍ଷ ପୂର୍ବେ ଦାଦନ ଖଟିବାକୁ ହାଇଦ୍ରାବାଦ ସହରକୁ ପରିବାର ସହିତ ଜଣେ ଦାଦନ ଦଲାଲ ଜରିଆରେ ଯାଉଥିଲେ । ୱାଲ୍ଟିୟର…
Read More...

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଖରିଆରର ଅନୁଭବ ଏବଂ ଉଦ୍ୟାନବନ୍ଦ୍‌ର ପିଙ୍କୁ ଓ ତାଙ୍କ ସହଯୋଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି…
Read More...

୩୦ତମ ସର୍ବଭାରତୀୟ ଓ୍ଵାଇଏମ୍‌ସି କ୍ରିକେଟ୍ କପ୍ ଉଦ୍‌ଯାପିତ, ସମ୍ଵଲପୁରକୁ ହରାଇ ବରଗଡ ଚାମ୍ପିଅନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ୟୁଥ୍ ମାସ କ୍ଳବ୍ ପକ୍ଷରୁ ଚାଲିଥିବା ୩୦ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବରଗଡ଼ ବ୍ଲୁ ଡାଇମଣ୍ଡ ଏବଂ ସମ୍ଵଲପୁର ଆଭାର ଟାଇଗର ଦଳ ମଧ୍ୟରେ…
Read More...

ପୁଣି ଫେରିଲା କରୋନା : ଆକ୍ରାନ୍ତ ହେଲେ ଦମ୍ପତ୍ତି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପିଠାପଡା ଗ୍ରାମର ପତିପତ୍ନୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପିଠାପଡା ଗ୍ରାମର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁବିଧା ହେବାରୁ ସେହି ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି…
Read More...

ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷ୍ୟରେ ସଚିନ ବେହେରା

ନୂଆପଡ଼ା, (ନିରାକାର ମେହେର) : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡସ୍‌ରେ ନିଜ ନାମକୁ ଲିପିବଦ୍ଧ କରାଇ…
Read More...

ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁ ବିଲମ୍ୱକୁ ବିରୋଧ କରୁଥିବା ଛାତ୍ରଙ୍କ…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟୁଳଟାଳ ନୀତି ଯୋଗୁ ବିଳମ୍ବଙ୍କୁ ବିରୋଧ କରୁଥିବା ଡାକ୍ତରୀଛାତ୍ରଙ୍କ ଉପରେ ଗତ ୨୭ ତାରିଖରେ ହୋଇଥିବା ପୋଲିସ ଜୁଲୁମ୍ ସମ୍ବନ୍ଧରେ…
Read More...

ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଲିଆଡ ଡେମଠାରେ ସିନାପାଲି ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ ହୋଇଯାଇଛି । ୨୦୨୧ ମସିହାକୁ ବିଦାୟ ସହ ୨୦୨୨ ନୂତନ ବର୍ଷ ସ୍ୱାଗତ ଉପଲକ୍ଷେ ଲିଆଡ ଡେମ୍‌ଠାରେ ବନ୍ଧୁମିଳନ ତଥା ବଣଭୋଜି କରିଥିଲେ ।…
Read More...

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚାମ୍ପିୟନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା' ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା' ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଳ…
Read More...