jsm

ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ

csstore

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଲିଆଡ ଡେମଠାରେ ସିନାପାଲି ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ ହୋଇଯାଇଛି । ୨୦୨୧ ମସିହାକୁ ବିଦାୟ ସହ ୨୦୨୨ ନୂତନ ବର୍ଷ ସ୍ୱାଗତ ଉପଲକ୍ଷେ ଲିଆଡ ଡେମ୍‌ଠାରେ ବନ୍ଧୁମିଳନ ତଥା ବଣଭୋଜି କରିଥିଲେ । ଏହି ଅବସରରେ ନୂଆପଡ଼ା ଜିଲ୍ଲା ପୂର୍ବତନ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ କବିତା ସାହୁ, ସିନାପାଲି ବ୍ଲକ ପୂର୍ବତନ ସଭାନେତ୍ରୀ ଜାନକି ମେହେର, ସିନାପାଲି ବ୍ଲକ ସଭାନେତ୍ରୀ ପ୍ରେମ ବଲ୍ଲରୀ ହରପାଲ, ଉପସଭାନେତ୍ରୀ ଉର୍ମିଲା ସୁନାନୀ, ଭାନୁ ପ୍ରିୟା ନାଏକ, ସଂଙ୍ଗିତା ହଂସ, ତରୁଲତା ଭୋଇ, ସମେତ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.