jsm

ବିଦାୟୀ ବର୍ଷ ଅବସରରେ କବିତା ପାଠୋତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶିକ୍ଷକ ଡୋଲାମଣୀ ତ୍ରିପାଠୀଙ୍କ ବାସଭବନରେ ଠାରେ ବିଦାୟୀ ବର୍ଷ ଅବସରରେ ଏକ କବିତା ପାଠୋତ୍ସବ ଶୁକ୍ରବାର କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । କବି ଜଗନାଥ ପ୍ରଧାନ, ପ୍ରଦିପ କୁମାର ଦେୱାନ, ମନିସା ତ୍ରିପାଠୀ, ସୁଚିସ୍ମିତା ପାଣିଗ୍ରାହୀ, ଝରଣା ପ୍ରଧାନ, ଡା. ଅନିତା ମିଶ୍ର, ଡା. ଶୁଶିଲ ବଡପଣ୍ତା, ଲିଙ୍ଗରାଜ ସାହୁ, ନରସିଂହ ପ୍ରଧାନ, ବିମଲ ପାଣିଗ୍ରାହୀ, ଟାଇଲ ଭୋଇ ପ୍ରମୁଖ ନିଜ ନିଜର କବିତା ଆବୃତି କରିଥିଲେ । ଏହି ଅବସରରେ ୨୦୨୧ ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା । ସୁରଥ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.