Browsing Tag

nuapada news

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ…
Read More...

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ

ନୂଆପଡ଼ା, (ନିରାକର ମେହେର) :ସିନାପାଲି ବ୍ଲକ କଇଟପଦର ପଞ୍ଚାୟତ ହଲଦୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଅଦିନିଆ ବର୍ଷାରେ ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ହଲଦୀମୁଣ୍ଡା ଗ୍ରାମର ଭିନ୍ନକ୍ଷମ ରାଏ ସିଂ ଗହୀର…
Read More...

କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା : ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ

ନୁଆପଡା, (ନିରାକାର ମେହେର) : କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସର୍ଭିସ ରାଇଫଲକୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା…
Read More...

ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ । ଭୁବନେଶ୍ଵରରୁ ସ୍ଵତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଗୋତମା ଠାରେ ଅବତରଣ ପରେ ଜିଲ୍ଲା ପାେଲିସ କାର୍ଯ୍ୟାଳୟ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ବିଶେଷ କରି…
Read More...

ଦାଦନ ଶ୍ରମିକ ବିଡିଓ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ନୂଆପଡ଼ା, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି । ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବୋଲି ଜଣାପଡିଥିବା ବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି ।…
Read More...

ଜନବସତି ଭିତରେ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ବ୍ଲକ ଧରମବନ୍ଧା କୁଟରେଙ୍ଗାପଡା ଗ୍ରାମରେ ବାଘ ଆତଙ୍କ ଖେଳାଇ ଦେଇଥିବା ସୂଚନା ମିଳିଛି । ଗ୍ରାମ ନିକଟରେ ଏକ ଗାଈକୁ ମାରି ଖାଇଛି ବାଘ । ଗତକାଲି ଏଭଳି ଏକ ଘଟଣା ଘଟିଛି କୁଟରେଙ୍ଗାପଡା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ଉକ୍ତ ଗ୍ରାମର ଅଗନ…
Read More...

ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଚେତାବନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଏମିତି କିଛି ଜାଗା ଅଛି ଚାରିକାନ୍ଥ ମଧ୍ୟରେ ନିଘଞ୍ଚ ବଣ ଜଙ୍ଗଲ ଭିତରେ ସହସହ ବର୍ଷଧରି ଆଦିବାସୀ ଓ ଜନଜାତି ମାନେ ରହିଆସୁଛନ୍ତି । ଏ ଆଦିମ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇଦେବାକୁ କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ଜଙ୍ଗଲ ଜମି…
Read More...

ଜବତ ହେଲା ୧୫ହଜାର ଟଙ୍କାର କଫ୍ ସିରଫ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଅବକାରୀ ବିଭାଗଙ୍କ ପେଟ୍ରୋଲିଙ୍ଗ ସମୟରେ ଖଡିଆଳରୁ କୋମନା ଯିବା ରାସ୍ତା ୩୫୩ଜାତୀୟ ରାଜପଥ ବରଗାଁ ଛକ ନିକଟରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ…
Read More...

ଅବକାରୀ ବିଭାଗ ଦ୍ୱାରା ୧୦୦ ବୋତଲ କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା : ନଆପଡା ଜିଲ୍ଳା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକଠାରେ ଜଣେ ଯୁବକଙ୍କ ଠାରୁ କଫ୍‌ ସିରଫ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁବକଙ୍କ ଠାରୁ ୧୦୦ ବୋତଲ କପ୍‌ ସିରଫ ଜବତ କରିବା ସହ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ରୁନା ପଣ୍ଡା(୨୫) ବୋଲି…
Read More...

ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଗତ ୯ ତାରିଖ ଦିନ ମାଓବାଦୀମାନେ ମେଳି କରୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ସିଆର୍‌ପିଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ଉଦ୍ୟମରେ…
Read More...