Browsing Tag

nuapada news

ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି କର୍ମଚାରୀ କରୋନା ପଜିଟିଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ସିନାପାଲି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ କରୋନା…
Read More...

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ : ଲାଞ୍ଚ ନେଉଥିଲେ ୨ ଲକ୍ଷ ୧୬ ହଜାର

ନୂଆପଡ଼ା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ ତାରାଚରଣ ପଣ୍ଡା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନିଅର ଆକାଉଣ୍ଟାଣ୍ଟ ଥିବା ତାରା ଚରଣ ପଣ୍ଡା ଫସିଛନ୍ତି ଭିଜିଲାନ୍ସ ଜାଲରେ । ୨ ଲକ୍ଷ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ତାରା…
Read More...

ଲୋକଦୃଷ୍ଟି କଲେଜରେ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ଖଡ଼ିଆଳ ଲୋକଦୃଷ୍ଟି କଲେଜ ଅଫ୍‌ ଏଡ୍‌ଭାନ୍ସ ଟେକ୍‌ନୋଲୋଜି +୩ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ…
Read More...

ସାଇ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଶିଶୁ ଖାଦ୍ୟ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ସାଇ ଟ୍ରଷ୍ଟ ଓଡ଼ିଶା ଶିଶୁ ଖାଦ୍ୟ ପ୍ରକଳ୍ପ ତରଫରୁ ନୁଆପଡା ଜିଲ୍ଲା ଖଡ଼ିଆଳଠାରେ ଜିଲ୍ଲା କାର୍ଯ୍ୟାଳୟର ଉଦ୍‌ଘାଟନ ସହ ତିଖାଲିରେ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଇ ଟ୍ରଷ୍ଟ ଅଧକ୍ଷ ତଥା ପ୍ରତିଷ୍ଠାତା ଏମ୍‌ଡ଼ି ମହୋଦୟ ଦୀପକ୍ କୁମାର ବରାଡ୍,…
Read More...

ଶତ ପ୍ରତିଶତ କୋଭିଡ-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଡେନଠାରେ ଶତପ୍ରତିଶତ କୋଭିଡ଼-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୋଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
Read More...

ବିଜେଡି କର୍ମୀ ସମ୍ମିଳନୀରେ ୨୦୦ ନୂତନ ସଦସ୍ୟଙ୍କ ଯୋଗଦାନ

୨ ହଜାରୁ ଅଧିକ କର୍ମୀଙ୍କ ସମାବେଶ ହୋଇଥିଲା ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲଠାରେ ବିଜେଡ଼ି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ଵ କରିଥିଲେ । ଉକ୍ତ…
Read More...

ଓଡ଼ିଶା–ଛତିଶଗଡ଼ ସୀମାନ୍ତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ପୁଣି ମାଓବାଦୀ ସକ୍ରିୟ ରହିଥିବା ସୂଚନା ମିଳିଛି । ସୀମାନ୍ତରେ ଯବାନମାନେ କୁମ୍ବିଂ କରୁଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଯବାନଙ୍କ ପାଲଟା ଗୁଳି ଚାଳନାରେ ମାଓବାଦୀମାନେ…
Read More...

ନୂଆପଡାରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ – ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ୱାରା ୨ଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ସହଜ ହେବ । ତେଣୁ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍‌ ୨୦୧୧କୁ ସର୍ବ ଭାରତରେ ବ୍ୟାଙ୍କ…
Read More...

ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ : ୧୨୦ ବସ୍ତା ଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ ବିକ୍ରି ପାଇଁ ଆସିଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏବଂ ଖଡ଼ିଆଳ ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟ ରାଜ ଭୋଇ ତଦନ୍ତ କରି ଧାନକୁ ଜବତ କରିଥିବା ଜଣାପଡିଛି ।…
Read More...

ମା’ ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : କୁଲିଆଡ଼ଙ୍ଗରିକୁ ହରାଇ ବିଜେପୁର ବିଜୟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ସ୍ଥିତ ମହାବନ୍ଦ ଖେଳ ପଡ଼ିଆଠାରେ ମା' ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କବିତା ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ…
Read More...